Public App Logo
Jansamasya
News
Bjp
National
Police
Bihar
India
कांग्रेस
Accident
Congress
Modi
Delhi
Viral
मारपीट
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews
Aap
Education

MORE NEWS

ଭୋଗରାଇ ବ୍ଲକ ରେ ମିଟିଙ୍ଗ ଚାଲିଥିବା ବେଳେ ବିଜେଡି ବିଜେପି ମୁହାଁ ମୁହିଁ

ଭୋଗରାଇ ବ୍ଲକ ରେ ମିଟିଙ୍ଗ ଚାଲିଥିବା ବେଳେ ବିଜେଡି ବିଜେପି ମୁହାଁ ମୁହିଁ

Singla, Balasore | Aug 7, 2026

#ପୋଲିସ_ଭୁଲିଗଲା_ମାନବିକତା_ପୋଲିସ_ଉପସ୍ଥିତି_ରେ_ଶାଶୁ_କୁ #ପିଟୁଛି_ବହୁ 
ବାଲିଆପାଳ ବ୍ଲକ ନୂଆଗାଁ ପଞ୍ଚାୟତ ଶାଗଡା ଶୂଳ ଗାଁ ରେ ଘଟିଛି ଅଭାନୀୟ ଘଟଣା |
#nuagaa #sagadasula #Baliapal #bharatnewsodia #spbaleswar #CMOOdisha

#ପୋଲିସ_ଭୁଲିଗଲା_ମାନବିକତା_ପୋଲିସ_ଉପସ୍ଥିତି_ରେ_ଶାଶୁ_କୁ #ପିଟୁଛି_ବହୁ ବାଲିଆପାଳ ବ୍ଲକ ନୂଆଗାଁ ପଞ୍ଚାୟତ ଶାଗଡା ଶୂଳ ଗାଁ ରେ ଘଟିଛି ଅଭାନୀୟ ଘଟଣା | #nuagaa #sagadasula #Baliapal #bharatnewsodia #spbaleswar #CMOOdisha

Singla, Balasore | Aug 7, 2026

#ଅବକାରୀ_ବିଭାଗର_ଚଢ଼ାଉ_ତିନି_ମଦ_ବେପାରୀ_ଗିରଫ, 
#ବିପୁଳ_ପରିମାଣର_ମଦ_ଜବତ

ବାଲିଆପାଳ ଅବକାରୀ ବିଭାଗ ପକ୍ଷରୁ ଆଜି ସକାଳେ କରାଯାଇଥିବା ପେଟ୍ରୋଲିଂ ବେଳେ ବଡ଼ ସଫଳତା ମିଳିଛି। ଚଢ଼ାଉ ସମୟରେ ଜାମ୍ଭୀରାଇ ଅଞ୍ଚଳରୁ ଦୁଇଜଣ ଏବଂ ରତାଇହାଟ ଅଞ୍ଚଳରୁ ଜଣେ ମଦ ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି।
ଗିରଫ ବ୍ୟକ୍ତିମାନେ ହେଲେ ରବୀନ୍ଦ୍ର ବିଶି (୪୨), ପଦ୍ମଲୋଚନ ବିଶି (୪୮) ଏବଂ ଶମ୍ଭୁନାଥ ବେହେରା (୫୧)। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଆଇନଗତ ପ୍ରକ୍ରିୟା ପାଇଁ କୋର୍ଟକୁ ପଠାଯାଇଥିବା ଜଣାପଡ଼ିଛି।

#bharatnewsodia #Baliapal #jambhirai

#ଅବକାରୀ_ବିଭାଗର_ଚଢ଼ାଉ_ତିନି_ମଦ_ବେପାରୀ_ଗିରଫ, #ବିପୁଳ_ପରିମାଣର_ମଦ_ଜବତ ବାଲିଆପାଳ ଅବକାରୀ ବିଭାଗ ପକ୍ଷରୁ ଆଜି ସକାଳେ କରାଯାଇଥିବା ପେଟ୍ରୋଲିଂ ବେଳେ ବଡ଼ ସଫଳତା ମିଳିଛି। ଚଢ଼ାଉ ସମୟରେ ଜାମ୍ଭୀରାଇ ଅଞ୍ଚଳରୁ ଦୁଇଜଣ ଏବଂ ରତାଇହାଟ ଅଞ୍ଚଳରୁ ଜଣେ ମଦ ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ରବୀନ୍ଦ୍ର ବିଶି (୪୨), ପଦ୍ମଲୋଚନ ବିଶି (୪୮) ଏବଂ ଶମ୍ଭୁନାଥ ବେହେରା (୫୧)। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଆଇନଗତ ପ୍ରକ୍ରିୟା ପାଇଁ କୋର୍ଟକୁ ପଠାଯାଇଥିବା ଜଣାପଡ଼ିଛି। #bharatnewsodia #Baliapal #jambhirai

Singla, Balasore | Aug 6, 2026