ନିମାପଡା: କିଟ୍ NSS ଶିବିର: ନିମାପଡ଼ା ମହାବିଦ୍ୟାଳୟ ପକ୍ଷରୁ ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମ
Nimapada, Puri | Nov 15, 2026 କିଟ୍ ବିଶ୍ୱବିଦ୍ୟାଳୟରେ ଚାଲିଥିବା ପୂର୍ବାଞ୍ଚଳ ପ୍ରାକ୍ ଗଣତନ୍ତ୍ର ଦିବସ ପରେଡ୍ ଶିବିରରେ ନିମାପଡ଼ା ମହାବିଦ୍ୟାଳୟ NSS ୟୁନିଟ୍ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ। ଦଶଟି ରାଜ୍ୟରୁ ପ୍ରାୟ ୨୦୦ ସ୍ୱେଚ୍ଛାସେବୀ ଶିବିରରେ ଅଂଶଗ୍ରହଣ କରିଛନ୍ତି।