ନୂଆପଡା: ନୂଆପଡ଼ା ପଞ୍ଚାୟତ ସମିତି ବୈଠକ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ
ଆଜି ସଦର ବ୍ଲକର ସମ୍ମିଳନୀ କକ୍ଷରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ବିଡ଼ିଓ, ଜିଲ୍ଲା ପରିଷଦ ସଦସ୍ୟ ଏବଂ ପଂଚାୟତ ସମିତି ସଭ୍ୟ ମାନେ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।