କଟକ ପୌରାଞ୍ଚଳ: ସତକୋଶିଆରେ ଇକୋ ରିଟ୍ରିଟର ଶୁଭାରମ୍ଭ, ବୁକିଂ ହେଲା ଆରମ୍ଭ
ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ସତକୋଶିଆ ଇକୋ ରିଟ୍ରିଟକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି। ଚଳିତ ବର୍ଷ ୫୦ଟି ତମ୍ବୁ ସହ ରହିବା ବ୍ୟବସ୍ଥା ଦୁଇ ଗୁଣ କରାଯାଇଛି। ପର୍ଯ୍ୟଟକମାନେ ଏବେ ସତକୋଶିଆ ଇକୋ ରିଟ୍ରିଟ ପାଇଁ ବୁକିଂ କରିପାରିବେ।