ଗଜପତି ଜିଲ୍ଲା ମହେନ୍ଦ୍ର ରେଞ୍ଜରେ ବନ୍ୟଜନ୍ତୁ ଶିକାର ବେଳେ ଜଣେ ବ୍ୟକ୍ତି ଅଟକ। ବୁରୁଗାଁ ନିକଟରୁ ବନ୍ୟ ଘୁଷୁରୀ ସହ ଶିବା ସବର ନାମକ ବ୍ୟକ୍ତିଙ୍କୁ ଧରିଲା ବନ ବିଭାଗ। ମାମଲା ରୁଜୁ ହୋଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି।