କଳାହାଣ୍ଡି: ନର୍ଲାରେ ନୂତନ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଯୋଗଦାନ: ଦୀର୍ଘ 10 ମାସ ପରେ ପୂରଣ ହେଲା ପଦବୀ
Kalahandi, Kalahandi | Sep 30, 2026
ନର୍ଲା ବ୍ଲକରେ ନୂତନ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଯୋଗଦେଲେ ମଧୁସ୍ମିତା ନାଏକ। ପୂର୍ବତନ ଶିକ୍ଷାଧିକାରୀଙ୍କ ସ୍ଥାନାନ୍ତର ପରେ ଦୀର୍ଘ 10 ମାସ ଧରି ଏହି ପଦବୀ ଖାଲି ପଡ଼ିଥିଲା। ନୂତନ ନିଯୁକ୍ତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଶା ସଞ୍ଚାର ହୋଇଛି।