ଅଧା ରାତିରେ ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ lଅତାବିରା ଥାନା ଅନ୍ତର୍ଗତ ଦୁଲମପୁର ପଞ୍ଚାୟତ ଖଲିଆପାଲି ଗ୍ରାମର ଜଗଦୀଶ ନାୟକ ଚାଷ କାମ ସାରି ଘରକୁ ଫେରୁଥିଲା ବେଳେ ଦୁର୍ବୁତ୍ତ ମାନେ ତାଙ୍କୁ ମରଣାନ୍ତ ଆକ୍ରମଣ କରିଥିବାର ଅଭିଯୋଗ l ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ସ୍ଥାନାନ୍ତର l ଅଧ ରାତିରେ ଗୋଡ଼ଭଗା ଫାଣ୍ଡିରେ ଗ୍ରାମବାସୀ ଙ୍କ ଅଭିଯୋଗ l ବରଗଡ଼ SDPO ପଦାରବିନ୍ଦ ତ୍ରିପାଠୀ, ଅତାବିରା ଥାନା IIC ପ୍ରକାଶ କର୍ଣ୍ଣ ଏବଂ ଗୋଡ଼ଭଗା ଫାଣ୍ଡି ଅଧିକାରୀ ଗଣେଶ ବାରିକ ଗ୍ରାମବାସୀଙ୍କ ସହ ଆଲୋଚନା ହୋଇଥିଲା l ଏହି ଘଟଣାକୁ ନେଇ ଅତାବିରା ପୋଲିସର ତଦନ୍ତ ଜାରି ରହିଛି