Public App Logo
Jansamasya
News
Bjp
National
Police
Bihar
India
जनसमस्या
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Mp
Madhyapradesh
Pmmodi
Rahulgandhi
Ipl
Haryana
Uttarpradesh

ବଡସାହି: ତୁଳସୀଚଉରା ଢ଼ାବା ଠାରେ ତହସିଲଦାର ଙ୍କୁ ଆକ୍ରମଣ ମାମଲାରେ ଆଉଜଣେ ଯୁବକଙ୍କୁ ଗିରଫକରି କୋର୍ଟଚାଲାଣ କଲା ବେତନଟୀ ପୁଲିସ, ଜାମିନ ନାମଞ୍ଜୁର

Barsahi, Mayurbhanj | Dec 3, 2025
୧୮ନଂ ଜାତୀୟରାଜପଥ ତୁଳସୀଚଉରା ଢ଼ାବାଠାରେ ଚୋରା ବାଲିବୋଝେଇ ଟ୍ରାକ୍ଟରକୁ ଜବତ କରିବା ଘଟଣାରେ ରକ୍ତମୁଖା ବାଲିମାଫିଆ ବେତନଟୀ ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ ମାମଲାରେ ଆଉଜଣେ ଅଭିଯୁକ୍ତକୁ ବୁଧବାର ଗିରଫକରି ଅପରାହ୍ନ ୫ଟାରେ କୋର୍ଟଚାଲାଣ କଲା ବେତନଟୀ ପୁଲିସ l ଗିରଫ ଯୁବକ ଜଣକ ହେଉଛି ବଡସାହିଥାନା କୁଳିଅଣା ଗ୍ରାମର ଶିବଶଙ୍କର କୁଅଁର l ଶିବଶଙ୍କର ପରୋକ୍ଷଭାବରେ ତହସିଲଦାରଙ୍କୁ ଆକ୍ରମଣ ମାମଲାରେ ଜଡିତ ଥିବାନେଇ ପୁଲିସ ଖବରପାଇଥିଲା l

MORE NEWS