ହିନ୍ଦୋଳ ଓ ନରସିଂହପୁର ରାସ୍ତାରେ ଆଜି ସକାଳୁ ହାତୀପଲ ଯିବା ଆସିବା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଯାତାୟାତ କରୁଥିବା ଲୋକଙ୍କ ପାଇଁ ସତର୍କତା ଜରୁରୀ।