#ବିଜୁ_ପଟ୍ଟନାୟକଙ୍କ_ମୂର୍ତ୍ତି_ଭାଙ୍ଗିଲା_କିଏ
ଅଭିଯୋଗ ପରେ କାହିଁକି ନୀରବ ପ୍ରଶାସନ ଉଠିଛି ପ୍ରଶ୍ନ ?
ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଶିଆଳି ବେଳାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାରେ ପ୍ରଶାସନ ନିରବ ଦ୍ରଷ୍ଟା ଘଟଣାରେ ବିଜୁ ଜନତା ଦଳର ଜଗତସିଂହପୁର ଜିଲ୍ଲା ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ।
Badachana, Jajpur | Sep 10, 2026