Public App Logo
ଉତ୍ତରପ୍ରଦେଶର ଲଲିତପୁରରୁ ଆସିଲା ଏକ ହୃଦୟବିଦାରକ ଭିଡିଓ। ରାସ୍ତାରେ ଟ୍ରାକ୍ଟର ରସିରେ କାଠ ବନ୍ଧାଯାଉଥିବାବେଳେ ବାଇକ୍ ଚାଳକଙ୍କ ବେକରେ ଫସିଗଲା ରସି , ବାଇକ୍ ଆରୋହୀଙ୍କ ପ୍ରାଣହାନୀ ! #RoadAccident #Lalitpur #UttarPradesh #BreakingNews #viralreels #viralpost #viralnews @followers - Bhubaneswar M Corp News