ପୁରୀ: ପୁରୀ ନୀଳଶୈଳ ଚିତ୍ରକଳା ଶିବିରରେ ଯୋଗ ଦେଲେ ଶ୍ରୀ ଶ୍ରୀ ରବିଶଙ୍କର
Puri, Puri | Nov 15, 2026
ପୁରୀରେ ଆୟୋଜିତ ‘ନୀଳଶୈଳ’ ଚିତ୍ରକଳା ଶିବିରରେ ଯୋଗ ଦେଲେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର। ଏହି ଶିବିରରେ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ଚିତ୍ରକଳାକୁ ପ୍ରଦର୍ଶିତ କରାଯାଇଛି, ଯେଉଁଥିରେ ବହୁ ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଛନ୍ତି।