Public App Logo
Jansamasya
News
Bjp
National
Police
Bihar
India
चोरी
बीजेपी
Uttar_pradesh
Accident
Congress
Modi
Delhi
Viral
पेट्रोल
Up
Bollywood
Breakingnews
Madhya_pradesh
Pmmodi
Telangana
Rahulgandhi
Chhattisgarh
Uttarpradesh
Haryana
Cricket
Sdm
Uttarakhand
Sambalpur

ତେଲକୋଇ: ରାଇସୁଆଁ ଅଜଣା ରୋଗରେ ମଲାର ଜନଜାତିର ମୁଦୁଲି ଦେହୁରୀ , ସରକାରଙ୍କ କଲ୍ୟାଣ କାରୀ ଯୋଜନାରୁ ବଞ୍ଚିତ

Telkoi, Kendujhar | Dec 11, 2025
ଅଜଣା ରୋଗରେ ମଲାର ଜନଜାତିର ମୁଦୁଲି ଦେହୁରୀ , ସରକାରଙ୍କ କଲ୍ୟାଣ କାରୀ ଯୋଜନାରୁ ବଞ୍ଚିତ । ଦୀର୍ଘଦିନରୁ କରୁଣ ଯନ୍ତ୍ରଣା ଭୋଗୋ ଥିଲେ ବି ହୋଇପାରୁନି ଚିକିତ୍ସା । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରାଇସୁଆଁ ପଞ୍ଚାୟତ ଟାଙ୍କୁ ଗୁଡ଼ା ମଲାର ସାହିର ମୁଦୁଲି ଦେହୁରୀ ଅଜଣା ରୋଗରେ ଆକ୍ରାନ୍ତ । ନାକରେଏକ ବଡ଼ ଧରଣର ମାଂସ ପିଣ୍ଡୁଳା ବଢି ଥିବାରୁ ନିଃଶ୍ବାସ ନେବାରେ ଅସୁବିଧା ଭୋଗୁଛନ୍ତି ।ନା' ସେ ଖାଇ ପାରୁଛି ନା କୌଣସି କାମ କରିପାରୁଛି । ପାଖରେ ତିନୋଟି ନିଷ୍ପାପନାବାଳକ ଛୁଆ କେବଳ ଶେଷ ଭରଷା । ପୁଣି ପଲଥିନ୍ ଜରି ତଳେ ପ୍ରବଳ ଶୀତରେ ଅତି ଦୟନିୟ ଅବସ୍ଥାରେ