ସମଲ ବ୍ୟାରେଜ: ସମଲ୍ ପଞ୍ଚୟାତ ଚକ୍ରଶିଲା ଛକରେ ବାବା କାର୍ତ୍ତିକେଶ୍ୱର ପୂଜା ମଣ୍ଡପରେ ବିଧାୟକ ଅଶୋକ ମହାନ୍ତି
ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ସମଲ୍ ପଞ୍ଚୟାତର ଚକ୍ରଶିଲା ଛକ ସ୍ଥିତ ବାବା କାର୍ତ୍ତିକେଶ୍ୱର ପୂଜା ମଣ୍ଡପ ପରିଦର୍ଶନ କରି ପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ସେଠାରେ ପୂଜା କମିଟି ସଦସ୍ୟଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।