ତାଳଚେର: ତାଳଚେର ମା' ହିଙ୍ଗୁଳା ପୀଠରେ 41ତମ ବିଶ୍ୱଶାନ୍ତି ଚଣ୍ଡୀ ମହାଯଜ୍ଞ ଆରମ୍ଭ
Talcher, Angul | Nov 22, 2026
ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ପୀଠରେ ପାଞ୍ଚ ଦିନ ବ୍ୟାପୀ 41ତମ ବିଶ୍ୱଶାନ୍ତି ଚଣ୍ଡୀ ମହାଯଜ୍ଞ ଆରମ୍ଭ ହୋଇଛି। କାର୍ତ୍ତିକ ପଞ୍ଚୁକ ଅବସରରେ ଆୟୋଜିତ ଏହି ଯଜ୍ଞରେ ଶ୍ରଦ୍ଧାଳୁମାନଙ୍କ ସମାଗମ ଦେଖିବାକୁ ମିଳିଛି।