Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
pnewsodisha2
1
#ବିଦ୍ୟୁତ_ଆଘାତରେ_ଯୁବ_ବ୍ୟବସାୟୀଙ୍କ_ଅକାଳ_ବିୟୋଗ ବିଦ୍ୟୁତ୍ ଆଘାତରେ ଛେନାପଦି ଛକର ଯୁବ ବ୍ୟବସାୟୀ ତଥା ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତଙ୍କ ସାନଭାଇ ସୁଶାନ୍ତ ରାଉତ (ପାର୍ଥ)ଙ୍କ ଅକାଳ ବିୟୋଗ ଘଟିଛି। ତାଙ୍କ ଅକାଳ ମୃତ୍ୟୁରେ ଛେନାପଦି ଛକ ସମେତ ବଞ୍ଚୋ ପଞ୍ଚାୟତ ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। #pabitranewsodisha #Anandpur #Keonjhar #Electricshock #latastnewsupdate #Breakingnews
Kendujhar Town, Kendujhar
| Aug 15, 2026
#ବିଦ୍ୟୁତ_ଆଘାତରେ_ଯୁବ_ବ୍ୟବସାୟୀଙ୍କ_ଅକାଳ_ବିୟୋଗ
#pabitranewsodisha
#anandpur
#keonjhar
#electricshock
#latastnewsupdate
#breakingnews
MORE NEWS
#ବର୍ଷାରେ_ଭୁଶୁଡ଼ିଲା_ଘର #ଅଳ୍ପକେ_ବର୍ତ୍ତିଲା_ପରିବାର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଏକ ମାଟିଘର ଭୁଶୁଡ଼ି ପଡ଼ିଛି। ଗ୍ରାମର ପୁରୁଷୋତ୍ତମ ମହାନ୍ତଙ୍କ ବାସଗୃହର ମାଟି କାନ୍ଥ ଭାଙ୍ଗି ପଡ଼ିବା ସହ ଘରର ଛାଉଣୀ ଓ ଘରୋଇ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଛି। #Latastnews #Patna #keonjhar #Pabitranewsodisha #odishanews #odianews
Kendujhar Town, Kendujhar | Aug 17, 2026
ଲଗାଣ ବର୍ଷାର ଯୋଗୁଁ ଆଜି ବାରିପଦା ସହରର ଷ୍ଟେସନବଜାର-ଶୁନଗଡ଼ିଆ ନିକଟରେ ପ୍ରାୟ ୫୦ ମିଟର ରେଳଧାରଣା ଦବିଯାଇଛି। ଫଳରେ ରେଳ ବିଭାଗ ପକ୍ଷରୁ ଏହି ରୁଟ୍ରେ ସମସ୍ତ ରେଳ ଚଳାଚଳକୁ ବନ୍ଦ ରଖାଯାଇଛି। #Pabitranewsodisha #Baripada #OdishaNews #Train #Trainrouteclosed #mayurbhanj
Kendujhar Town, Kendujhar | Aug 17, 2026
#ରାସ୍ତା_ନିର୍ମାଣ_ମାସେ_ପରେ_ଭୁସୁଡ଼ିଲା_ରାସ୍ତା ଚଣ୍ଡିଖୋଲ - ପାରାଦୀପ ୫ ନମ୍ବର ଜାତୀୟ ରାଜପଥ ରାସ୍ତା ନିର୍ମାଣ ମାସ ପରେ ଭୁସୁଡିଲା ରାସ୍ତା ତିନୋଟି ଟ୍ରକ ଦୁର୍ଘଟଣା ଗ୍ରସ୍ତ | #pabitranewsodisha #OdishaNews #OdiaNews #chandikhol #paradip #Odishanews
Kendujhar Town, Kendujhar | Aug 17, 2026
ଆଜି ପ୍ରବଳ ବର୍ଷା କୁ ଦୃଷ୍ଟି ରେ ରଖି ୫ଟି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା କୁ ନିଷ୍ପତି ହୋଇଛି | #pabitranewsodishalive #OdishaNews #BREAKING #heavyrain
Kendujhar Town, Kendujhar | Aug 17, 2026
#ଆନନ୍ଦପୁର_ରିଙ୍ଗ_ବନ୍ଧ_ଘାଇ_ହେବା_ଘଟଣା #ଥାନାରେ_ଏତଲା ଆନନ୍ଦପୁର ରିଙ୍ଗ ବନ୍ଧ ଘାଇ ହେବା ଘଟଣା ରେ ସମ୍ପୂକ୍ତ ବିଭାଗୀୟ ଅଧିକାରୀ ଙ୍କ ନାଁ ରେ ଆନନ୍ଦପୁର ଥାନାରେ ଏତଲା ଦେଲେ ଦୁର୍ନୀତି ବିରୋଧୀ ପ୍ରଗତିଶୀଳ ମଞ୍ଚର ଆବାହକ "ଯଜ୍ଞପ୍ରସାଦ ସାହୁ | #pabitranewsodishalive #OdishaNews #anandpur #keonjhar
Kendujhar Town, Kendujhar | Aug 17, 2026