Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

ବୌଦ୍ଧ ସଦର: ବୌଦ୍ଧ କଚେରି ପଡ଼ିଆ ପରିଦର୍ଶନ କରି ସମୀକ୍ଷା କଲେ ମହୋତ୍ସବ ସାଂସ୍କୃତିକ କମିଟି ନୋଡ଼ାଲ ଅଧିକାରୀ

ଆସନ୍ତା କାଲି ଠାରୁ ବୌଦ୍ଧ ମହୋତ୍ସବ , ପଲ୍ଳିଶ୍ରୀ ମେଳା ଓ ଆତ୍ମନିର୍ଭର ଭାରତ ସ୍ୱଦେଶୀ ମେଳା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି l ତେଣୁ ଗୁରୁବାର ପ୍ରାପ୍ତ ସୂଚନା ଅନୁଯାୟୀ ବୌଦ୍ଧ ତହସିଲଦାର ତଥା ମହୋତ୍ସବ ସାଂସ୍କୃତିକ କମିଟି ନୋଡାଲ ଅଧିକାରୀ ଅନିତା କୁମାରୀ ସାହୁ କଚେରୀ ପଡିଆରେ ହେବାକୁ ଥିବା ମହୋତ୍ସବ ପେଣ୍ଡାଲ ପ୍ରସ୍ତୁତି ସମ୍ପର୍କ ରେ ସମୀକ୍ଷା କରିଥିଲେ