ମୃତ୍ୟୁ ପରେ ବି ଅମର ରହିବେ ସହଦେବ ସାହୁ। ନିଜ ଶରୀରର ବିଭିନ୍ନ ଅଙ୍ଗ ଦାନ କରି ଅନ୍ୟମାନଙ୍କ ଜୀବନରେ ଆଶାର ଆଲୋକ ଭରିଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ପାରିଓରଡ଼ ଗ୍ରାମର ୫୮ ବର୍ଷୀୟ ସହଦେବ ସାହୁ। ତାଙ୍କର ଏହି ମହତ୍ କାର୍ଯ୍ୟ ପାଇଁ ଗାଁ ମାଟିକୁ ଫେରିବା ପରେ ପୋଲିସ ବାହିନୀ ପକ୍ଷରୁ ଦିଆଯାଇଥିଲା ଗାର୍ଡ ଅଫ୍ ଅନର୍।
#SahadebSahu #OrganDonation #OrganDonor #LifeAfterDeath #GiftOfLife #GreatHumanity #HumanityFirst #Inspiration #GuardOfHonour #Tangia #Khordha #Pariorada #UtkalHospital #OdishaNews #OrganDonationIsLifeDonation #Respect #Tribute #CharchaTV #CharchaNews
Bhubaneswar M Corp, Khordha | Nov 23, 2026