ଚମ୍ପୁଆ: ଚମ୍ପୁଆ ନିକେlଲେସନ ବନ ବିଦ୍ୟାଳୟ ପରିସରରେ ୧୧୨ ତମ ସମାବର୍ତନ ଉତ୍ସବ ଅନୁଷ୍ଠିତ
ଚମ୍ପୁଆ ନିକେlଲେସନ ବନ ବିଦ୍ୟାଳୟ ପରିସରରେ ଆଜି ଏଗାର ଟା ବେଳେ ୧୧୨ ତମ ସମାବ୍ରତନ ଉତ୍ସବ ଅନୁଷ୍ଠିତ ହେଇଯାଇଛି ଏହି ଅବସରରେ ଚାଳିଶ ଜଣ ଛାତ୍ର ଛାତ୍ରୀ ତାଲିମ ହାସଲ କରି ବିଦ୍ୟାଳୟ ରୁ ପ୍ରତ୍ୟାବର୍ତନ କରିଛନ୍ତି