Public App Logo
Profile Picture

Ranjan Pradhan

@ranjan55610
54383Followers
11Following
ଚମ୍ପୁଆ: କାରଖାନା ରୁ ବାହାରୁଥିବା ବର୍ଜ୍ୟବସ୍ତୁ ଆଉ ସରକାରି କିମ୍ବା କୈଣସି ଜାଗାରେ ଫିଙ୍ଗା ଯିବ ନାହିଁ ନଚେତ କାର୍ଯ୍ୟାନୁଷ୍ଠାନ
ଚମ୍ପୁଆ: ବଡ଼ବିଲ କଲେଜ ପଛପଟେ ନଷ୍ଟ ଚାଉଳ ଫିଙ୍ଗା ମାମଲାରେ ଯୋଗାଣ ବିଭାଗ ର ତଦନ୍ତ ଆରମ୍ଭ
ପାଟଣା: କେନ୍ଦେଇପଶି ନିକଟରେ ୩୨ ଟିକିଆ ହାତୀପଲ ଲୋକେ ଭୟଭୀତ ବନ ବିଭାଗର ତୀକ୍ଷ୍ଣ ନଜର
ଚମ୍ପୁଆ: ବଡବିଲ କଲେଜ ପଛପଟେ ନଷ୍ଟ ଚାଉଳ ଫିଙ୍ଗା ଯାଇଥିବା ବେଳେ ଏହାର ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା
ଚମ୍ପୁଆ: ଯୋଡ଼ା ଥାନା ସିଆଲଯୋଡା ଗାଁ ରେ ବିଦେଶୀ ମଦ ଦୋକାନ ବିରୋଧରେ ଗ୍ରାମ ବାସୀ ଙ୍କ ହାଲ୍ଲାବୋଲ ମଦ ଦୋକାନ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି ଦୋକାନୀ
ଚମ୍ପୁଆ: ସୁନାପଶି ପଞ୍ଚାୟତ କୁ ଗଡିଲା ଆମ ବସ୍। ଭବ୍ୟ ସ୍ଵାଗତ କଲେ ପଞ୍ଚାୟତ ବାସୀ
ପାଟଣା: ପାଟଣା ଥାନା କେନ୍ଦେଇପଶି ନିକଟରେ ଦୁବୃର୍ତ୍ତ ଙ୍କ ଗୁଳି ମାଡ଼ରେ ବ୍ୟବସାୟୀ ମୃତ ପୋଲିସଙ୍କ ତଦନ୍ତ ଆରମ୍ଭ
ପାଟଣା: ବଡବିଲ ରେ ନକଲି ପନୀର ବିକ୍ରୀ ଚଢ଼ାଉ ରେ ଆସିଲା ସତ୍ୟତା
ପାଟଣା: ଚମ୍ପୁଆ ରେଞ୍ଜ ଛାଡ଼ି ପାଟଣା ରେଞ୍ଜ କୁ ଗଲେ ୨୫ ଟିକିଆ ହାତୀପଲ
ଚମ୍ପୁଆ: ଯୋଡ଼ା ଖଣି ବିଭାଗ ତରଫରୁ ଚଢ଼ାଉ ବିନା କାଗଜ ପତ୍ର ରେ ଝାଡ଼ଖଣ୍ଡ କୁ ଲୁହାପଥର ଚାଲାଣ କରୁଥିବା ଟ୍ରଲର ଜବତ
ଚମ୍ପୁଆ: ବଡବିଲ ର ବିଭିନ୍ନ ହୋଟେଲ ରେ       ପୈ।ରପରିଷଦ ର ଚଢ଼ାଉ ନକଲି ପନିର ଜବତ
ଚମ୍ପୁଆ: ଚମ୍ପୁଆ ଏନ୍ଏସି ତରଫରୁ ପଲିଥିନ ଚଢ଼ାଉ ଫାଇନ ଆଦାୟ
ପାଟଣା: ବର୍ଦ୍ଧନା ଗାଁ ରେ ଗୋଟିଏ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ଲେ ହାତୀ ପଲ
ଚମ୍ପୁଆ: ମରଣଯନ୍ତା ପାଲଟିଛି ଚମ୍ପୁଆ ରିମୁଳି କୋଡ଼ିଏ ନମ୍ବର ଜାତୀୟ ରାଜପଥ ଏଠି ପାଦେ ପାଦେ ରେ ଛକିଛି ଯମ
ଚମ୍ପୁଆ: ଫୁଲକଅଳେଇ କଲି ତଉତି ଘାଟ ନିକଟରେ ହାତୀ ପଲ ଲୋକେ ଭୟଭୀତ
ପାଟଣା: ଜାଲି ପଞ୍ଚାୟତ ବର୍ଧନା ଗାଁ ରେ ଗୋଟିଏ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇଲା ପରେ ଘର ଲୋକଙ୍କ ପ୍ରତିକ୍ରିୟା
ଚମ୍ପୁଆ: କାରାଖେଣ୍ଡରା ଗାଁ ରେ ଦଶରା ମୁଣ୍ଡା ର ଘର ଭାଙ୍ଗି ଲେ ଅଠର ଟିକିଆ ହାତୀପଲ
ପାଟଣା: ନିଶ୍ଚିନ୍ତ ପୁର କମାଣ୍ଡ ଗାଁ ମଧ୍ୟ ଦେଇ ଭୁଇଁ ପୁର ଗ୍ରାମ ରେ ପଶିଲେ ହାତୀ ପଲ ଲୋକେ ଭୟଭୀତ
ଚମ୍ପୁଆ: ରଣାଶାଳ ଘାଟି ନିକଟରେ ଲଗାଣ ବର୍ଷାରେ ଜାତୀୟ ରାଜପଥ ରହି ଯାତାୟାତ ବାଧାପ୍ରାପ୍ତ ହୋଇଛି
ଚମ୍ପୁଆ: ସାତହଳିଆ ଗାଁ ରେ ଲଗାଣ ବର୍ଷାରେ ଗୀତା ମୁଣ୍ଡା ଙ୍କ ଘର ଭାଙ୍ଗି ଯାଇଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି
ପାଟଣା: ଭୁଇଁ ପୁର ଗାଁ ରେ ଘର ଉପରେ ପଡ଼ିଲା ଗଛ ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି
ପାଟଣା: ସାହାରପଡା ବ୍ଲକ କୁମୁଳା ବାହାରି ଗାଁ ନିକଟରେ ତେଲ ନଦୀରେ ପୋଲ ଉପରେ ପାଞ୍ଚ ଫୁଟ୍ ର ବନ୍ୟାଜଳ ଯାତାୟାତ ଠପ୍
ଚମ୍ପୁଆ: ଚମ୍ପୁଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ନମାମି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି
ଚମ୍ପୁଆ: କାଳିମାଟି ପଳାଶପଙ୍ଗା ରାସ୍ତା ରେ ଦୀର୍ଘ ସମୟ ଧରି ରାସ୍ତା ଯାମ ଯାତାୟାତ ପ୍ରଭାବିତ
ଚମ୍ପୁଆ: ବଡବିଲ ଥାନା କାଶିଆ ଛକ ନିକଟରେ ଛିଡା ହୋଇ ଥିବା ଟ୍ରଲର ପଛରେ ଧକ୍କା ଦେଲା ଟ୍ରକ ଗୁରୁତର ଅବସ୍ଥାରେ ଡ୍ରାଇଭର ଉଦ୍ଧାର