ମାଲକାନଗିରି : ଜିଲ୍ଲାରୁ ଆଜି ୪୯୦ ଜଣ ତୀର୍ଥଯାତ୍ରୀ ପୁରୀ ଦର୍ଶନ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ଏହି ପବିତ୍ର ଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନପ୍ରତିନିଧି ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
#Malkangiri
Malkangiri, Malkangiri | Sep 20, 2026