Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Education
Rss

ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ #pashchimodishabartta #Odisha #rathyatra #RathYatra2026 #padampura

MORE NEWS

#_ଫୋଟୋରେ_ଖବର_
 
ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା ଗ୍ରାମ ର ଜଣେ ସାଧାରଣ ଚାଷୀ  ବିଦେଶୀ ବାରିକ ଙ୍କ ଝିଅ ନୈନା ବାରିକ  NEET ପରିକ୍ଷା ରେ ସର୍ବଭାରତୀୟ କୃତକାର୍ଯ୍ଯ ହୋଇଛନ୍ତି।

#neetexam #neetresult #indianmedical #sohela #viralpost #medical #ଏକ୍ଜାମ #viralphoto

#_ଫୋଟୋରେ_ଖବର_ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା ଗ୍ରାମ ର ଜଣେ ସାଧାରଣ ଚାଷୀ ବିଦେଶୀ ବାରିକ ଙ୍କ ଝିଅ ନୈନା ବାରିକ NEET ପରିକ୍ଷା ରେ ସର୍ବଭାରତୀୟ କୃତକାର୍ଯ୍ଯ ହୋଇଛନ୍ତି। #neetexam #neetresult #indianmedical #sohela #viralpost #medical #ଏକ୍ଜାମ #viralphoto

Padmapur, Bargarh (Baragarh) | Jul 17, 2026

#_ଫୋଟୋରେ_ଖବର_ 

ନିଜର କର୍ତ୍ତବ୍ୟ ସହ ଧର୍ମ ସଠିକ୍ ଭାବେ ପାଳନ କରିଛନ୍ତି ପୁରୀ ଏସ ପି ପ୍ରତୀକ ଗୀତା ସିଂ। ଆଜିର ଯୁବପିଢ଼ି ରଥ ସମ୍ମୁଖରେ ଠିଆ ହୋଇ ଗୋଟିଏ ହାତରେ ନମସ୍କାର କରୁଥିବା ବେଳେ ଜଣେ ଆଇ ପି ଏସ ଅଧିକାରୀ ଜଣେ ଏସ ପି  କିଭଳି ଭାବେ ନିଜର ପରମ୍ପରା କୁ ଭୁଲି ନାହାନ୍ତି ଓ ସାଷ୍ଟାଙ୍ଗ ପ୍ରଣିପାତ କରୁଛନ୍ତି ଦେଖନ୍ତୁ। କଟକ ଡି ସି ପି ଥିବା ବେଳେ ମଧ୍ୟ ଲୋକଙ୍କ ବେଶ୍ ପ୍ରଶଂସା ର ପାତ୍ର ପାଲଟିଥିଲେ ନିଜର ସୁନ୍ଦର ବ୍ୟବହାର ପାଇଁ।

#_ଫୋଟୋରେ_ଖବର_ ନିଜର କର୍ତ୍ତବ୍ୟ ସହ ଧର୍ମ ସଠିକ୍ ଭାବେ ପାଳନ କରିଛନ୍ତି ପୁରୀ ଏସ ପି ପ୍ରତୀକ ଗୀତା ସିଂ। ଆଜିର ଯୁବପିଢ଼ି ରଥ ସମ୍ମୁଖରେ ଠିଆ ହୋଇ ଗୋଟିଏ ହାତରେ ନମସ୍କାର କରୁଥିବା ବେଳେ ଜଣେ ଆଇ ପି ଏସ ଅଧିକାରୀ ଜଣେ ଏସ ପି କିଭଳି ଭାବେ ନିଜର ପରମ୍ପରା କୁ ଭୁଲି ନାହାନ୍ତି ଓ ସାଷ୍ଟାଙ୍ଗ ପ୍ରଣିପାତ କରୁଛନ୍ତି ଦେଖନ୍ତୁ। କଟକ ଡି ସି ପି ଥିବା ବେଳେ ମଧ୍ୟ ଲୋକଙ୍କ ବେଶ୍ ପ୍ରଶଂସା ର ପାତ୍ର ପାଲଟିଥିଲେ ନିଜର ସୁନ୍ଦର ବ୍ୟବହାର ପାଇଁ।

Padmapur, Bargarh (Baragarh) | Jul 17, 2026

🟣 ପଦ୍ମପୁର ରଥଯାତ୍ରା ମହାଆଡମ୍ବର ସହକାରେ ପାଳିତ

🟣 ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଲା ପଦ୍ମପୁର ସହର 

  #Rathayatra2026 #JaiJagannatha #RathaJatra2026 #rathayatra #padampurrathyatra #pashchimodishabartta #Odisha

🟣 ପଦ୍ମପୁର ରଥଯାତ୍ରା ମହାଆଡମ୍ବର ସହକାରେ ପାଳିତ 🟣 ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଲା ପଦ୍ମପୁର ସହର #Rathayatra2026 #JaiJagannatha #RathaJatra2026 #rathayatra #padampurrathyatra #pashchimodishabartta #Odisha

Padmapur, Bargarh (Baragarh) | Jul 16, 2026

ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ #pashchimodishabartta #Odisha #rathyatra #RathYatra2026 #padampura - Padmapur News