ଭୁବନେଶ୍ୱର: ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଆଙ୍ଗନ କା ଉତ୍ସବ, ଅଙ୍ଗନୱାଡ଼ି ଓ ଆଶା କର୍ମୀଙ୍କୁ ସମ୍ମାନ
Bhubaneswar, Khordha | Sep 29, 2026
ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟସ୍ତରୀୟ 'ଆଙ୍ଗନ କା ଉତ୍ସବ'। କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଙ୍ଗନୱାଡ଼ି କର୍ମୀ, ସହାୟିକା ଓ ଆଶା ଭଉଣୀମାନଙ୍କୁ ସମ୍ମାନିତ କରିଛନ୍ତି। ଆଧାର ଯାଞ୍ଚରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ପାଇଥିବାରୁ ସେ ଗର୍ବ ପ୍ରକାଶ କରିଛନ୍ତି।