ପାରମ୍ପରିକ ହାଡ଼ ଯୋଡ଼ା ଏବଂ ସ୍ୱାସ୍ଥ୍ୟ ସେବା ଶିବିର
ବୌଦ୍ଧ ସହରରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ଏକ ସ୍ୱତନ୍ତ୍ର ଚିକିତ୍ସା ଶିବିର! ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି ଆଣ୍ଠୁ-ଗଣ୍ଠି ବିନ୍ଧା, ମେରୁଦଣ୍ଡ ଜନିତ ସମସ୍ୟା କିମ୍ବା ମଧୁମେହ, ଗ୍ୟାସ ଭଳି ରୋଗରେ କଷ୍ଟ ପାଉଛନ୍ତି, ତେବେ ଏହି ସୁଯୋଗର ଲାଭ ଉଠାନ୍ତୁ।
ତାରିଖ: ୧୧ ଏବଂ ୧୨ ଜୁଲାଇ ୨୦,୦୭.୨୦୨୬
ସ୍ଥାନ: ମାହେଶ୍ୱରୀ ସଂସ୍କୃତି ଭବନ, ରାଜବାଟୀ, ବୌଦ୍ଧ
ସମୟ: ସକାଳ ୮:୦୦ ରୁ ଅପରାହ୍ନ ୧:୦୦ ଏବଂ ଅପରାହ୍ନ ୨:୦୦ ରୁ ରାତି ୮:୦୦
ଫିସ: ମାତ୍ର ୨୦୦ ଟଙ୍କା
ଡାକ୍ତର ନିରାକାର ବେହେରା (Traditional Bone-setter & Ayurvedaacharya)
📞 ବୁକିଂ ଏବଂ ଯୋଗାଯୋଗ ପାଇଁ:
WhatsApp / Booking: +91 63711-71753
ବୌଦ୍ଧ ପ୍ରତିନିଧି (Krutibas Palia): +91 96920-32067
ପୁରୁଣା କଟକ ପ୍ରତିନିଧି (Rajkishor Agrawal): +91 99382-05733
ସୀମିତ ସମୟ ଥିବାରୁ ଆଜି ହିଁ ଆପଣଙ୍କର ସ୍ଲଟ୍ ବୁକ୍ କରନ୍ତୁ!
#HealthCamp #Boudha #Ayurveda #BoneSetting #HealthCare #Odisha News