Public App Logo
#ଭାରତ_ଆସିବେ_ବାଂଲାଦେଶ_PM -ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି ବାଂଲାଦେଶ PM ତାରିକ ରେହମାନ -ଅଗଷ୍ଟ ୨୧ରୁ ୨୫ ତାରିଖ ମଧ୍ୟରେ ଭାରତ ଗସ୍ତରେ ଆସିପାରନ୍ତି -ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଆଲୋଚନା କାର୍ଯ୍ୟକ୍ରମ ରହିଛି -ବାଣିଜ୍ୟ, ଶକ୍ତି, ସୀମା ପରିଚାଳନା ଆଦି ପ୍ରସଙ୍ଗରେ ହେବ ଆଲୋଚନା -ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗରେ ହୋଇପାରେ ଆଲୋଚନା -ବ୍ରିକ୍ସ ଅଧୂବେଶନ ପାଇଁ ବାଂଲାଦେଶକୁ ଆମନ୍ତ୍ରଣ କରିଛି ଭାରତ -ଆସନ୍ତା ସେପ୍ଟମ୍ବରରେ ଅନୁଷ୍ଠିତ ହେବ ବ୍ରିକ୍ସ ଅଧୂବେଶନ #BangladeshPM #TariqueRahman #IndiaVisit #PMModiji #charchatv - Bhubaneswar M Corp News