ମନମୁଣ୍ଡା ପୋଲିସକୁ ବଡ଼ ସଫଳତା: ୫୨ କିଲୋ ଗଞ୍ଜେଇ ସହ କାର୍ ଜବତ, ୨ ଗିରଫ!
ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। କାନ୍ପା ଗ୍ରାମର ମୋବାଇଲ ଟାୱାର ନିକଟ ରାସ୍ତା କଡ଼ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।
ଗିରଫ ଅଭିଯୁକ୍ତ ହେଲେ ସୁରେନ୍ଦ୍ର ସେଠୀ (୪୦) ଏବଂ ବିଭୂତି କୁଦେଇ (ଉଭୟ ସନାଡଙ୍ଗୁରିପାଲି ଗ୍ରାମର)।
ବୋଲି ଜଣାପଡିଛି l ଉଭୟଙ୍କ ଠାରୁ ୫୨ କିଲୋଗ୍ରାମ ଗଞ୍ଜେଇ
ଏକ ସୁଜୁକି ସ୍ୱିଫ୍ଟ ଡିଜାୟାର କାର୍ (OD-03AA-2197)
ଏକ ଲାଭା କିପ୍ୟାଡ୍ ମୋବାଇଲ୍ ଫୋନ୍ ଏବଂ ପ୍ୟାନ୍ କାର୍ଡ
ମନମୁଣ୍ଡା ଥାନାରେ ଏକ NDPS ମାମଲା (Case No-287, Dtd. 10.07.2026) ରୁଜୁ କରାଯାଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
#BoudhNews #ManamundaPolice #ContrabandSeized #GanjaSmuggling #OdishaPolice #BreakingNews #OdishaCrimeNews