Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Education
Rss

ହୀରାକୁଦ ବନ୍ଧ ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ୱନ୍ଧେ ସର୍ବସାଧାରଣଙ୍କ ପାଇଁ ସୂଚନା ସମ୍ବଲପୁର, ତା ୦୬/୦୭/୨୬ ରିଖ ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ଏତତ୍ ଦ୍ବାରା ହୀରାକୁଦ ବନ୍ଧ ତଳ ମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା ୦୯/୦୭/୨୦୨୬ ସମୟ ସକାଳ ୧୧ ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାର ରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ । ଏଥିଯୋଗୁଁ ମହାନଦୀ ଓ ତାର ଶାଖା ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇବ । ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ।

Govindpur, Sambalpur | Jul 7, 2026

MORE NEWS

ପୋଷା କୁକୁରଙ୍କ ସତର୍କତାରେ ବଞ୍ଚିଲା ପରିବାର, ଭୀଷ୍ମ ସେଠଙ୍କ ଘରୁ ବିଶାଳ ନାଗ ଉଦ୍ଧାର

ପୋଷା କୁକୁରଙ୍କ ସତର୍କତାରେ ବଞ୍ଚିଲା ପରିବାର, ଭୀଷ୍ମ ସେଠଙ୍କ ଘରୁ ବିଶାଳ ନାଗ ଉଦ୍ଧାର

Govindpur, Sambalpur | Jul 16, 2026

ବାମରାରେ ଅକାଳ ମୃତ୍ୟୁରୁ ନିସ୍ତାର କାମନାରେ ପଞ୍ଚକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ
 ବାମରା ଅଞ୍ଚଳରେ ବଢ଼ୁଥିବା ଅକାଳ ମୃତ୍ୟୁ ଘଟଣାରୁ ନିସ୍ତାର କାମନାରେ ସୋମବାର ଅଖିଳ ଭାରତୀୟ ଗାୟତ୍ରୀ ପରିବାର, ବାମରା ଶାଖା ପକ୍ଷରୁ ବାମରା ରେଳ ଷ୍ଟେସନ କାଳୀ ମଣ୍ଡପ ପରିସରରେ ପଞ୍ଚକୁଣ୍ଡୀୟ ବିଶ୍ୱ ଶାନ୍ତି ଗାୟତ୍ରୀ ମହାଯଜ୍ଞ ଓ ଦୀପଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସକାରାତ୍ମକ ଊର୍ଜା, ପରିବେଶ ସଂରକ୍ଷଣ ଓ ସମାଜ କଲ୍ୟାଣ ଉଦ୍ଦେଶ୍ୟରେ ଆୟୋଜିତ ଏହି ମହାଯଜ୍ଞକୁ ସମ୍ବଲପୁର ଗାୟତ୍ରୀ ପରିବାରର ସଦସ୍ୟମାନେ ପରିଚାଳନା କରିଥିଲେ। ସନ୍ଧ୍ୟାରେ ଦୀପଦାନ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବାମରା ଓ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ବିଶ୍ୱ ଶାନ୍ତି ଓ ସମାଜର ମଙ୍ଗଳ କାମନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅନ୍ନଭୋଗ ବିତରଣ କରାଯାଇଥିଲା।

ବାମରାରେ ଅକାଳ ମୃତ୍ୟୁରୁ ନିସ୍ତାର କାମନାରେ ପଞ୍ଚକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ବାମରା ଅଞ୍ଚଳରେ ବଢ଼ୁଥିବା ଅକାଳ ମୃତ୍ୟୁ ଘଟଣାରୁ ନିସ୍ତାର କାମନାରେ ସୋମବାର ଅଖିଳ ଭାରତୀୟ ଗାୟତ୍ରୀ ପରିବାର, ବାମରା ଶାଖା ପକ୍ଷରୁ ବାମରା ରେଳ ଷ୍ଟେସନ କାଳୀ ମଣ୍ଡପ ପରିସରରେ ପଞ୍ଚକୁଣ୍ଡୀୟ ବିଶ୍ୱ ଶାନ୍ତି ଗାୟତ୍ରୀ ମହାଯଜ୍ଞ ଓ ଦୀପଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସକାରାତ୍ମକ ଊର୍ଜା, ପରିବେଶ ସଂରକ୍ଷଣ ଓ ସମାଜ କଲ୍ୟାଣ ଉଦ୍ଦେଶ୍ୟରେ ଆୟୋଜିତ ଏହି ମହାଯଜ୍ଞକୁ ସମ୍ବଲପୁର ଗାୟତ୍ରୀ ପରିବାରର ସଦସ୍ୟମାନେ ପରିଚାଳନା କରିଥିଲେ। ସନ୍ଧ୍ୟାରେ ଦୀପଦାନ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବାମରା ଓ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ବିଶ୍ୱ ଶାନ୍ତି ଓ ସମାଜର ମଙ୍ଗଳ କାମନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅନ୍ନଭୋଗ ବିତରଣ କରାଯାଇଥିଲା।

Govindpur, Sambalpur | Jul 14, 2026