Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

କାର ରେ ଚାଲିଥିଲା ଗଂଜେଇ ବେପାର ମାଡି ବସିଲା ପୋଲିସ କାର ଗଂଜେଇ ଜବତ ଦୁଇ ଅଭିଯୁକ୍ତ ଗିରଫ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପକ୍ଷରୁ ହୋଇଛି ଜବତ

MORE NEWS

#ହଟହଟା_ହେଲେ_ରାଜସ୍ୱ_ମନ୍ତ୍ରୀ 
#ବାଟ_ଛାଡ଼ିଲେନି_ଦଳୀୟ_କର୍ମୀ 
#2ବର୍ଷପୂର୍ତ୍ତିପାଳନ_କରୁଛିବିଜେପି_ଏପଟେଦଳ_ହେଲାଣିଗଡ଼ବଡ଼! 
କନ୍ଦାଗାଡ଼ରେ ବିରୋଧ ପ୍ରଦର୍ଶନ । ଦଳୀୟ କର୍ମୀ ହିଁ ବିରୋଧ କଲେ । କାହିଁକି ମନ୍ତ୍ରୀଙ୍କୁ ବିରୋଧ କରାଗଲା ସେନେଇ ସୂଚନା ଆସିନି
ନିଜ ଜିଲ୍ଲାରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ବିରୋଧ କଲେ ବିଜେପି କର୍ମୀ ...ସୁରେଶ୍ ପୁଜାରୀ ଗୋ ବ୍ୟାକ୍ ନାରା ଦେଲେ -.... ଦେଖନ୍ତୁ ସେ ସମୟର ଦୃଶ୍ୟ...

#ହଟହଟା_ହେଲେ_ରାଜସ୍ୱ_ମନ୍ତ୍ରୀ #ବାଟ_ଛାଡ଼ିଲେନି_ଦଳୀୟ_କର୍ମୀ #2ବର୍ଷପୂର୍ତ୍ତିପାଳନ_କରୁଛିବିଜେପି_ଏପଟେଦଳ_ହେଲାଣିଗଡ଼ବଡ଼! କନ୍ଦାଗାଡ଼ରେ ବିରୋଧ ପ୍ରଦର୍ଶନ । ଦଳୀୟ କର୍ମୀ ହିଁ ବିରୋଧ କଲେ । କାହିଁକି ମନ୍ତ୍ରୀଙ୍କୁ ବିରୋଧ କରାଗଲା ସେନେଇ ସୂଚନା ଆସିନି ନିଜ ଜିଲ୍ଲାରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ବିରୋଧ କଲେ ବିଜେପି କର୍ମୀ ...ସୁରେଶ୍ ପୁଜାରୀ ଗୋ ବ୍ୟାକ୍ ନାରା ଦେଲେ -.... ଦେଖନ୍ତୁ ସେ ସମୟର ଦୃଶ୍ୟ...

Baudh Sadar, Boudh (Bauda) | Jul 12, 2026

ବହିରା କ୍ଲଷ୍ଟର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ l 

ବୌଦ୍ଧ ଜିଲ୍ଲା ସଦର ବ୍ଲକ ବହିରା ୟୁଜିଏମଇ ସ୍କୁଲ ଠାରେ କ୍ଲଷ୍ଟର ସ୍ତରୀୟ ତିନି ଜଣ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ବହିରା କ୍ଲଷ୍ଟର ସି ଆର ସି ସି ତୋଶୋଣ କୁମାର ମହାକୁଳ ସଭାପତିତ୍ୱ କରିଥିବାବେଳେ ସହକାରୀ ଶିକ୍ଷକ ହିମାଂଶୁ ଶେଖର ବିଶି ଅତିଥି ମାନଙ୍କୁ ସ୍ୱାଗତ ସହିତ ପରିଚୟ ପ୍ରଦାନ କରିଥିଲେ l ଅତିଥି ଭାବେ ବୌଦ୍ଧ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରବୀଣ କୁମାର ରଥ,ପୂର୍ବତନ ପ୍ରଧାନ ଶିକ୍ଷକ ସୁଦାମ ଶେଖର ପୁରୋହିତ ଓ ପୂର୍ବତନ ସିଆରସିସି ଶଙ୍କର୍ଷଣ ହାତୀ ଯୋଗଦେଇ ବିଦାୟୀ ଶିକ୍ଷକ ଗଣ୍ଡାରାମ ସାହୁ,ହାଡିବନ୍ଧୁ ସାହୁ ଓ ବାବୁଲାଲ ବଘାରଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଉପସ୍ଥିତ ବହିରା କ୍ଲଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ  ମାନେ ଆୟୋଜନରେ ସହଯୋଗ କରିବା ସହିତ ବିଦାୟୀ ଶିକ୍ଷକ ମାନଙ୍କ ଅବସର ଜୀବନ ସୁଖମୟ କାମନା କରିଥିଲେ l ଶେଷରେ ଶିକ୍ଷକ ଗିରିଶ ଚନ୍ଦ୍ର ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ l

ବହିରା କ୍ଲଷ୍ଟର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ l ବୌଦ୍ଧ ଜିଲ୍ଲା ସଦର ବ୍ଲକ ବହିରା ୟୁଜିଏମଇ ସ୍କୁଲ ଠାରେ କ୍ଲଷ୍ଟର ସ୍ତରୀୟ ତିନି ଜଣ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ବହିରା କ୍ଲଷ୍ଟର ସି ଆର ସି ସି ତୋଶୋଣ କୁମାର ମହାକୁଳ ସଭାପତିତ୍ୱ କରିଥିବାବେଳେ ସହକାରୀ ଶିକ୍ଷକ ହିମାଂଶୁ ଶେଖର ବିଶି ଅତିଥି ମାନଙ୍କୁ ସ୍ୱାଗତ ସହିତ ପରିଚୟ ପ୍ରଦାନ କରିଥିଲେ l ଅତିଥି ଭାବେ ବୌଦ୍ଧ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରବୀଣ କୁମାର ରଥ,ପୂର୍ବତନ ପ୍ରଧାନ ଶିକ୍ଷକ ସୁଦାମ ଶେଖର ପୁରୋହିତ ଓ ପୂର୍ବତନ ସିଆରସିସି ଶଙ୍କର୍ଷଣ ହାତୀ ଯୋଗଦେଇ ବିଦାୟୀ ଶିକ୍ଷକ ଗଣ୍ଡାରାମ ସାହୁ,ହାଡିବନ୍ଧୁ ସାହୁ ଓ ବାବୁଲାଲ ବଘାରଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଉପସ୍ଥିତ ବହିରା କ୍ଲଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଆୟୋଜନରେ ସହଯୋଗ କରିବା ସହିତ ବିଦାୟୀ ଶିକ୍ଷକ ମାନଙ୍କ ଅବସର ଜୀବନ ସୁଖମୟ କାମନା କରିଥିଲେ l ଶେଷରେ ଶିକ୍ଷକ ଗିରିଶ ଚନ୍ଦ୍ର ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ l

Baudh Sadar, Boudh (Bauda) | Jul 12, 2026