ଏହି କମ୍ପାନୀର ପ୍ରଡକ୍ଟ କିଣନ୍ତୁ ଖତ ଗଦାରେ ଫୋପାଡନ୍ତୁ ... !!! #exclusivenews #swabhimaniodia #havells #lloyds କିଏ ଏହି କମ୍ପାନୀର କୁଲର କିଣି ହଇରାଣ ହେଲାଣି ... . କିଏ ପୁଣି ଏସି । କମ୍ପାନୀର ସର୍ଭିସ ପୁରା ବେକାର । ଜଣେ କଷ୍ଟମର ଏସି କିଣିବା ଦିନ ଠାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବର୍ଷକୁ ୧୨ ଥର ଖରାପ କେମିତି ଜଣେ କଷ୍ଟମର ଏସି ଚଲାଇବ । ଅନେକ କଷ୍ଟମର ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓ ଅନେକ କାନ ମୁଣ୍ଡ ଆଉଁସି କି ବସୁଛନ୍ତି । ଏଥର ଏହି କମ୍ପାନୀକୁ ପାନେ ଦେବାର ସମୟ ଆସିଛି । ଜାଗୋ ଗ୍ରାହକ ଜାଗୋ । ଯାହାର ଏହି କମ୍ପାନୀର ସମସ୍ୟା ଅଛି କିମ୍ବା ଅନ୍ୟ କୈାଣସି କମ୍ପାନୀ ଆପଣଙ୍କୁ ସର୍ଭିସ ଦେବାରେ ଅସୁବିଧା କରୁଛନ୍ତି ଆମକୁ ସମସ୍ତ ପ୍ରମାଣ ସହ ହ୍ୱାଟସ ଅପ କିମ୍ବା ମେସେଞ୍ଜର ମାଧ୍ୟମରେ ପଠାନ୍ତୁ । ସମସ୍ୟାର ସାମଧାନ ଦିଗରେ ଆମେ ନିଶ୍ଚୟ ସାହାର୍ଯ୍ୟ କରିବୁ । ସରକାରଙ୍କୁ ଏହି କମ୍ପାନି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ବାଧ୍ୟ କରିବୁ । କାରଣ ସରକାରଙ୍କ ନିୟମ ଉଲଙ୍ଘନ କରିବା ସହ ଗ୍ରାହକୁ ଠକୁଛନ୍ତି ।