Public App Logo
Jansamasya
News
Bjp
National
Police
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
महिला
Narendramodi
Nitishkumar
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl
Uttarpradesh
Haryana

#THR #ଦୁର୍ନିତୀ #ହଡ଼ପ #ଶିଶୁଖାଦ୍ୟ #ଗର୍ଭବତୀପ୍ରସୂତିଖାଦ୍ୟ #କିଶୋରୀବାଳିକାଖାଦ୍ୟ #କାକଟପୁର #ଅଙ୍ଗନବାଡି #ଚାରୁଲିଲି କାକଟପୁର ବ୍ଳକ ରେ ନିମ୍ନ ମାନର ଓ ମାତ୍ରାଧିକ କମ୍ ଓଜନର ଅଙ୍ଗନବାଡ଼ି ଖାଦ୍ୟ ସାମଗ୍ରୀ ଯୋଗାଉଥିବା ଦୁଇ ମହିଳା ଗ୍ରୁପ୍ କୁ କାରଣ ଦର୍ଶାଅ ନୋଟିସ୍ ଜାରି। ଏନେଇ ଆମେ ୬ ମାସ ହେବ ଲଢେଇ ଜାରି ରଖିଛୁ; ବାରମ୍ଵାର ଅଭିଯୋଗ ପରେ ବି ଦୁଇ ମହିଳା ଗ୍ରୁପର ଦୁଇ ମୂଖ୍ୟ ମହିଳା କର୍ଣ୍ଣପାତ ନକରି ପିଲା, କିଶୋରୀ ବାଳିକା ଓ ଗର୍ଭବତୀ/ପ୍ରସୂତି ଙ୍କ ଖାଦ୍ୟ ହଡପ କରି ମାସକୁ ଲକ୍ଷାଧିକ ଟଙ୍କା ଲୁଟ କରୁଛନ୍ତି। ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ମଧ୍ୟ ଅଭିଯୋଗ ପ୍ରଦାନ କରାଯାଇଥିଲା କିନ୍ତୁ ସେମାନେ ଖାତିର କରି ନାହାଁନ୍ତି। ପୂର୍ବରୁ ଭିଡ଼ିଓ ଓ ଫୋଟ ମାଧ୍ୟମରେ ଆମେ ସବୁ ପ୍ରମାଣ ଦେଖେଇଛୁ। ସୁଧୁରିଯାଅ, ନଚେତ୍ - ଆମ ଲଢେଇ ଏମିତି ଜାରି ରହିବ। ଯେଉଁମାନେ ସହଯୋଗ କରୁଛନ୍ତି ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। @highlight CMO Odisha Women & Child Development, Government of Odisha Mohan Charan Majhi Prabhati Parida Puri District Admin Puri District Admin Odisha Governor Odisha PMO India Narendra Modi Nityananda Gond

Konark, Puri | Jun 4, 2026

MORE NEWS

#ଫଟୋରେ_ଖବର
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଙ୍ଗନା ରାଣାଓ୍ବତ
ପରିବେଶ ଦିବସରେ ଗଛ ଲଗାଇଲେ କଙ୍ଗନା
#Kanganaranawat #MohanMajhi CMO Odisha Mohan Charan Majhi Kangana Ranaut

#ଫଟୋରେ_ଖବର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଙ୍ଗନା ରାଣାଓ୍ବତ ପରିବେଶ ଦିବସରେ ଗଛ ଲଗାଇଲେ କଙ୍ଗନା #Kanganaranawat #MohanMajhi CMO Odisha Mohan Charan Majhi Kangana Ranaut

Konark, Puri | Jun 5, 2026

କୋଣାର୍କ ଏନଏସି ପ୍ରଶାସନ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଶତାଧିକ ବୃକ୍ଷ ରୋପଣ କରାଯାଇଛି। 
#WorldEnvironmentDay #konarknac #plantation

କୋଣାର୍କ ଏନଏସି ପ୍ରଶାସନ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଶତାଧିକ ବୃକ୍ଷ ରୋପଣ କରାଯାଇଛି। #WorldEnvironmentDay #konarknac #plantation

Konark, Puri | Jun 5, 2026

#OSWALI ରେ ଜଳଭାଗରେ ଜୀବନରକ୍ଷାର ପ୍ରଦର୍ଶନ ଦେଖିଲେ ବ୍ରିକ୍ସ୍ ପ୍ରତିନିଧିବୃନ୍ଦ

  ପୁରୀଠାରେ ଆୟୋଜିତ ବ୍ରିକ୍ସ୍ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଉଦଯାପନୀ ସମାରୋହ ଅବସରରେ ବ୍ରିକ୍ସ୍ ରାଷ୍ଟ୍ରସମୂହର ପ୍ରତିନିଧିବୃନ୍ଦ ବିପର୍ଯ୍ୟୟ ପରିଚାଳନାରେ ପାରସ୍ପରିକ ସହଯୋଗ ସୁନିଶ୍ଚିତ କରିବା ନେଇ ଆଲୋଚନା କରିଛନ୍ତି। 

ଏଥିସହିତ ଅପରାହ୍ନରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ ଅନୁଯାୟୀ ବିଭିନ୍ନ ରାଷ୍ଟ୍ରର ପ୍ରତିନିଧିବୃନ୍ଦ ଓଡ଼ିଶା ରାଜ୍ୟ ଜଳ ଦକ୍ଷତା ଓ ଜୀବନରକ୍ଷା ଅନୁଷ୍ଠାନ(OSWALI), ରାମଚଣ୍ଡୀ ପରିଦର୍ଶନ କରି ସମସ୍ତ ପ୍ରତିରକ୍ଷା ବ୍ୟବସ୍ଥା ଦେଖି ପ୍ରଶଂସା କରିଛନ୍ତି।

#OSWALI ରେ ଜଳଭାଗରେ ଜୀବନରକ୍ଷାର ପ୍ରଦର୍ଶନ ଦେଖିଲେ ବ୍ରିକ୍ସ୍ ପ୍ରତିନିଧିବୃନ୍ଦ ପୁରୀଠାରେ ଆୟୋଜିତ ବ୍ରିକ୍ସ୍ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଉଦଯାପନୀ ସମାରୋହ ଅବସରରେ ବ୍ରିକ୍ସ୍ ରାଷ୍ଟ୍ରସମୂହର ପ୍ରତିନିଧିବୃନ୍ଦ ବିପର୍ଯ୍ୟୟ ପରିଚାଳନାରେ ପାରସ୍ପରିକ ସହଯୋଗ ସୁନିଶ୍ଚିତ କରିବା ନେଇ ଆଲୋଚନା କରିଛନ୍ତି। ଏଥିସହିତ ଅପରାହ୍ନରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ ଅନୁଯାୟୀ ବିଭିନ୍ନ ରାଷ୍ଟ୍ରର ପ୍ରତିନିଧିବୃନ୍ଦ ଓଡ଼ିଶା ରାଜ୍ୟ ଜଳ ଦକ୍ଷତା ଓ ଜୀବନରକ୍ଷା ଅନୁଷ୍ଠାନ(OSWALI), ରାମଚଣ୍ଡୀ ପରିଦର୍ଶନ କରି ସମସ୍ତ ପ୍ରତିରକ୍ଷା ବ୍ୟବସ୍ଥା ଦେଖି ପ୍ରଶଂସା କରିଛନ୍ତି।

Konark, Puri | Jun 5, 2026

#THR #ଦୁର୍ନିତୀ #ହଡ଼ପ #ଶିଶୁଖାଦ୍ୟ #ଗର୍ଭବତୀପ୍ରସୂତିଖାଦ୍ୟ #କିଶୋରୀବାଳିକାଖାଦ୍ୟ #କାକଟପୁର #ଅଙ୍ଗନବାଡି #ଚାରୁଲିଲି କାକଟପୁର ବ୍ଳକ ରେ ନିମ୍ନ ମାନର ଓ ମାତ୍ରାଧିକ କମ୍ ଓଜନର ଅଙ୍ଗନବାଡ଼ି ଖାଦ୍ୟ ସାମଗ୍ରୀ ଯୋଗାଉଥିବା ଦୁଇ ମହିଳା ଗ୍ରୁପ୍ କୁ କାରଣ ଦର୍ଶାଅ ନୋଟିସ୍ ଜାରି। ଏନେଇ ଆମେ ୬ ମାସ ହେବ ଲଢେଇ ଜାରି ରଖିଛୁ; ବାରମ୍ଵାର ଅଭିଯୋଗ ପରେ ବି ଦୁଇ ମହିଳା ଗ୍ରୁପର ଦୁଇ ମୂଖ୍ୟ ମହିଳା କର୍ଣ୍ଣପାତ ନକରି ପିଲା, କିଶୋରୀ ବାଳିକା ଓ ଗର୍ଭବତୀ/ପ୍ରସୂତି ଙ୍କ ଖାଦ୍ୟ ହଡପ କରି ମାସକୁ ଲକ୍ଷାଧିକ ଟଙ୍କା ଲୁଟ କରୁଛନ୍ତି। ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ମଧ୍ୟ ଅଭିଯୋଗ ପ୍ରଦାନ କରାଯାଇଥିଲା କିନ୍ତୁ ସେମାନେ ଖାତିର କରି ନାହାଁନ୍ତି। ପୂର୍ବରୁ ଭିଡ଼ିଓ ଓ ଫୋଟ ମାଧ୍ୟମରେ ଆମେ ସବୁ ପ୍ରମାଣ ଦେଖେଇଛୁ। ସୁଧୁରିଯାଅ, ନଚେତ୍ - ଆମ ଲଢେଇ ଏମିତି ଜାରି ରହିବ। ଯେଉଁମାନେ ସହଯୋଗ କରୁଛନ୍ତି ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। @highlight CMO Odisha Women & Child Development, Government of Odisha Mohan Charan Majhi Prabhati Parida Puri District Admin Puri District Admin Odisha Governor Odisha PMO India Narendra Modi Nityananda Gond - Konark News