#Big_breaking_news
ଭିଜିଲାନ୍ସ ପଞ୍ଝାରେ କୁନ୍ଦୁରା ବ୍ଳକ୍ ବାଣୁଆଗୁଡ଼ା ଏଡିଇଓ ଜି. ଶଙ୍କର ଏବଂ ଗ୍ରାମ ସାଥୀ ଲାଇଖନ ନାୟକ ଗିରଫ,
୧୨ ଲକ୍ଷ ୩୩ ହଜାର ୪୩୫ ଟଙ୍କାର ସରକାରୀ ଅର୍ଥ ହେରଫେର
ସୂଚନାଯୋଗ୍ୟ ଚାରୋଟି ସରକାରୀ ଉନ୍ନୟନମୂଳକ ପ୍ରକଳ୍ପରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ରହିଛି।
କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ ଅନ୍ତର୍ଗତ ବାଣୁଆଗୁଡ଼ା ଗ୍ରାମ ପଞ୍ଚାୟତରେ ସରକାରୀ ଅର୍ଥ ହେରଫେର ଅଭିଯୋଗକୁ ନେଇ ଭିଜିଲାନ୍ସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।