Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
#୪ଟି_ବିନ୍ଦୁ_ଉପରେ_ଗୁରୁତ୍ଵବିନୟତୋଷ ମିଶ୍ର -ଅନୁରୀଣ ପୋଲିସ୍ ଡିଜି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ବିନୟତୋଷ ମିଶ୍ରଙ୍କ ବଡ଼ ପ୍ରତିକ୍ରିୟା -୪ଟି ମୁଖ୍ୟ ବିନ୍ଦୁ ଉପରେ ସ୍ବତନ୍ତ୍ର ଗୁରୁତ୍ବ ଦେବାକୁ ଚାହୁଁଛନ୍ତି ନୂଆ ଅନୁରୀଣ ଡିଜିପି -୧. ନାରୀ ସୁରକ୍ଷାକୁ ନିଶ୍ଚିତ କରିବା -୨. ସମ୍ପୂର୍ଣ ନିଶାମୁକ୍ତ ଓଡ଼ିଶା ଗଠନ କରିବା -୩. ସଂଗଠିତ ଅପରାଧ (Organized Crime) ଉପରେ କଠୋର ରୋକ୍ ଲଗାଇବା -୪. ସାଇବର ଅପରାଧ ଦୂର କରିବା ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା -ରାଜ୍ୟରୁ ନକ୍ସଲ ସମସ୍ୟା ପ୍ରାୟ ଦୂର ହୋଇସାରିଛି, ତଥାପି ଆଉ ଯେପରି କେହି ଯୋଡ଼ି ନ ହେବେ ସେଥିପାଇଁ କଡ଼ା ନଜର ରଖାଯିବ -ଲୋକସେବା ଓ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନକୁ ପ୍ରାଥମିକତା ଦେବାକୁ ପୋଲିସ ବାହିନୀକୁ ଆହ୍ବାନ #vinaytoshmishra #interimdgp #odishapoliceorganisation #NewDGP #CrimeBranch #LawAndOrder #PoliceHQ #cuttackodisha#charchatv #OdishaNews - Bhubaneswar M Corp News
charchanews
#୪ଟି_ବିନ୍ଦୁ_ଉପରେ_ଗୁରୁତ୍ଵବିନୟତୋଷ ମିଶ୍ର -ଅନୁରୀଣ ପୋଲିସ୍ ଡିଜି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ବିନୟତୋଷ ମିଶ୍ରଙ୍କ ବଡ଼ ପ୍ରତିକ୍ରିୟା -୪ଟି ମୁଖ୍ୟ ବିନ୍ଦୁ ଉପରେ ସ୍ବତନ୍ତ୍ର ଗୁରୁତ୍ବ ଦେବାକୁ ଚାହୁଁଛନ୍ତି ନୂଆ ଅନୁରୀଣ ଡିଜିପି -୧. ନାରୀ ସୁରକ୍ଷାକୁ ନିଶ୍ଚିତ କରିବା -୨. ସମ୍ପୂର୍ଣ ନିଶାମୁକ୍ତ ଓଡ଼ିଶା ଗଠନ କରିବା -୩. ସଂଗଠିତ ଅପରାଧ (Organized Crime) ଉପରେ କଠୋର ରୋକ୍ ଲଗାଇବା -୪. ସାଇବର ଅପରାଧ ଦୂର କରିବା ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା -ରାଜ୍ୟରୁ ନକ୍ସଲ ସମସ୍ୟା ପ୍ରାୟ ଦୂର ହୋଇସାରିଛି, ତଥାପି ଆଉ ଯେପରି କେହି ଯୋଡ଼ି ନ ହେବେ ସେଥିପାଇଁ କଡ଼ା ନଜର ରଖାଯିବ -ଲୋକସେବା ଓ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନକୁ ପ୍ରାଥମିକତା ଦେବାକୁ ପୋଲିସ ବାହିନୀକୁ ଆହ୍ବାନ #vinaytoshmishra #interimdgp #odishapoliceorganisation #NewDGP #CrimeBranch #LawAndOrder #PoliceHQ #cuttackodisha#charchatv #OdishaNews
Bhubaneswar M Corp, Khordha
| Aug 16, 2026
#୪ଟି_ବିନ୍ଦୁ_ଉପରେ_ଗୁରୁତ୍ଵବିନୟତୋଷ
#vinaytoshmishra
#interimdgp
#odishapoliceorganisation
#newdgp
#crimebranch
#lawandorder
#policehq
#cuttackodisha#charchatv
#odishanews
MORE NEWS
ପାଣି, କାଦୁଅ ସର ସର ହୋଇ ପିଲାଙ୍କର ମାର୍ଚ୍ଚ କରିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ ଏବଂ ବ୍ୟଥିତ କରିଛି ||charcha news
Bhubaneswar M Corp, Khordha | Aug 17, 2026
ଚୋରା ବାଲି ବୋଝେଇ ଟ୍ରାକ୍ଟର ଗାଡି ଜବତ ||charcha news
Bhubaneswar M Corp, Khordha | Aug 17, 2026
ଆଶାୟୀ ଶିକ୍ଷକଙ୍କ ଆନ୍ଦୋଳନକୁ ଛାତ୍ର କଂଗ୍ରେସର ସମର୍ଥନ ll Charcha news
Bhubaneswar M Corp, Khordha | Aug 17, 2026
ବୈତରଣୀ ବନ୍ୟାରେ ବୁଡ଼ିଲା ଦଶରଥପୁର, ବୋଟ୍ରେ ମୁଖ୍ୟମନ୍ତ୍ରୀଙ୍କ ଗ୍ରାଉଣ୍ଡ ଭିଜିଟ୍ ||charcha news
Bhubaneswar M Corp, Khordha | Aug 17, 2026
ମହାନଦୀରେ କୁମ୍ଭୀର। ଆତଙ୍କିତ ଅବସ୍ଥାରେ ଲୋକେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ର ରତାଗଡ ମହାନଦୀ ତୁଠ ଠାରେ.ଏକ ବିରାଟ ଥଣ୍ଟିଆ କୁମ୍ଭୀର ବୁଲୂଛି ମହାନଦୀ ର ସ୍ରୋତ ପାଣିରେ. ମହାନଦୀରେ ଏହି କୁମ୍ଭୀର ରହିଥିବା ନେଇ ଗତ କାଲି ଠାରୁ ଆଠଗଡ ବନ ବିଭାଗ ପକ୍ଷରୁ ଲୋକଙ୍କୁ ଅବଗତ କରାଯାଇଥିଲା। ଏପରିକି କେହି ନଦୀକୁ ନ ଯିବା ପାଇଁ ବାରଣ ବି କରାଯାଇଥିଲା। ଆଜି ଦ୍ୱିପ୍ରହରରେ ଗୋବିନ୍ଦପୁର ପାଖରେ ଏହି ବିରାଟ କୁମ୍ବୀର ନଦୀ ବାଲିରେ ଦେଖିବାକୁ ମିଳିଥିଲା। କୁମ୍ଭୀରକୁ ଦେଖି ଲୋକେ ଭୟରେ ରହିଛନ୍ତି। ||charcha news
Bhubaneswar M Corp, Khordha | Aug 17, 2026