Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Bjp
National
Police
Bihar
बिहार
India
कांग्रेस
भाजपा
Congress
Modi
Delhi
Viral
Jharkhand
Rajasthan
Bollywood
Patna
Breakingnews
Narendramodi
Madhya_pradesh
Cm
Pmmodi
Rahulgandhi
यूपी
Uttarpradesh
Haryana
Uttarakhand
Crimenews
Aap
satya25
A heartbreaking incident has emerged from Punjab, where a mother has lost all five of her sons, allegedly due to drug ad...
Raurkela M, Sundargarh
| Apr 9, 2026
MORE NEWS
Raurkela M, Sundargarh | Jun 19, 2026
Rourkela Celebrates Grand Sital Sasthi: Lord Shiva’s Divine Wedding Procession Draws Thousands . Bhola Baba’s Baraat Lights Up At Uditnagar Panchdev Temple as Sital Sasthi Festivities Reach Grand Peak
Raurkela M, Sundargarh | Jun 19, 2026
ବିଦ୍ୟା ଷ୍ଟଡ଼ି ପଏଂଟ ପକ୍ଷରୁ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ରଜ ଉତ୍ସବ ସାରନଗରୀ,୧୭ା୬(ନି.ପ୍ର) : ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ହୋଇଥିବା ଯୁକ୍ତ ଦୁଇ ବୋର୍ଡ଼ ପରୀକ୍ଷାରେ ଅନୁଷ୍ଠାନର ଭଲ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟା ଷ୍ଟଡ଼ି ପଏଂଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲ।। ଅନୁଷ୍ଠାନର ମୁଖ୍ୟ ସରୋଜ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମମରେ ଅତିଥି ଭାବେ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଦ୍ୟାଳୟ ଫର୍ଟିଲାଇଜର ଶାଖାର ଅମ୍ରିତା ଭଉଣୀ,ସମାଜସେବୀ ପ୍ରଶାନ୍ତ ନାୟକ,ବିଶ୍ୱଜିତ ରାଉତ,ପୂର୍ବତନ ପ୍ରଧାନଶିକ୍ଷକ ପ୍ରମୋଦ ମହାନ୍ତି ଅଧ୍ୟାପକ ଡ଼.ବସନ୍ତ କୁମାର ଦାସ ଯୋଗ ଦେଇଥିଲେ । କୃତି ଛାତ୍ରଙ୍କୁ ଉତରୀୟ ଓ ବ୍ୟାଗ୍ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲ।। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ସମୟାନୁବର୍ତିତା,ଦାୟିତ୍ୱବୋଧ,ଶୃଖଂଳା ଓ ସଂସ୍ମାରିତ ହେବାକୁ ପରାମର୍ଶ ଦେଇଥିଲେ । ଏହାପରେ ଶିକ୍ଷାନୁଷ୍ଠାନ ପରିସରରେ ରଜ ଉତ୍ସବ ପାଳନ କରାଯାଇଥିଲ।। ଛାତ୍ରଛାତ୍ରୀମାନଙ୍କୁ ପିଠା ବଂଟନ କରାଯାଇଥିଲ।। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷାନୁଷ୍ଠାନର ଅଧ୍ୟାପକ ପ୍ରଭଂଜନ ମିଶ୍ର,ବିମଲ ମନ୍ତ୍ରୀ,ଅଧ୍ୟାପିକା ସମେତ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲାବେଳେ ଶେଷରେ ଶିକ୍ଷକ ଅକ୍ଷୟ ମଲ୍ଲିକ ଧନ୍ୟବାଦ ଦେଇଥିଲେ ।
Raurkela M, Sundargarh | Jun 19, 2026
ପୁରୀ ମେନ୍ କେନାଲ ଉପରେ ଯାଇଥିଵା ରେଳ ପୋଲରେ ଦୋଳି ଲଗାଇ ଖେଳିଵା ଘଟଣା। ରେଳବାଇ ପୋଲିସ ପକ୍ଷରୁ ଘଟଣାସ୍ଥଳରେ ତଦନ୍ତ ।#odishacitynews#puri#trainline
Raurkela M, Sundargarh | Jun 19, 2026
#ଅନୁଗୁଳରେ_ଡବଲ_ଏନକାଉଣ୍ଡର ଅନୁଗୁଳ ଜିଲ୍ଲାର ତାଳଚେର ପୋଲିସ ୧୨ ଘଣ୍ଟା ମଧ୍ୟରେ ଏକ ସଶସ୍ତ୍ର ଡକାୟତି ମାମଲାକୁ ସଫଳତାର ସହ ଚିହ୍ନଟ କରି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି l ଯେଉଁଥିରେ ଦୁଇ ଜଣ ଏନକାଉଣ୍ଟରରେ ଆହତ ହୋଇଛ ନ୍ତି।ତାଳଚେରର ହାଟାଟୋଟା ସ୍ଥିତ ବାଲାଜୀ ସୁନା ରିଫାଇନାରୀରେ ଏକ ଡକାୟତି ହୋଇଥିଲା l ସଶସ୍ତ୍ର ଦୁର୍ବୃତ୍ତ ମାନେ ପ୍ରାୟ ୨୩୦ ଗ୍ରାମ ସୁନା,୬୦ ଗ୍ରାମ ସୁନା ଅଳଙ୍କାର ଏବଂ ୭୦୦ ଗ୍ରାମ ରୂପା ଅଳଙ୍କାର ଲୁଟି ନେଇଥିଲେ । ଅଭିଯୁକ୍ତ ମାନେ ବନ୍ଧୁକ ମୁନରେ ଜଣେ କର୍ମଚାରୀଙ୍କୁ ଅପହରଣ କରି ଏକ ଧଳା ହୁଣ୍ଡାଇ ଭର୍ନା କାରରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ l #odishacitynews #duble #encounter #anugul #Odishapolice #antisocial #attested
Raurkela M, Sundargarh | Jun 19, 2026