Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ମୋହନ ସରକାରଙ୍କ ନିୟମକୁ ବେଖାତିର କଲେ କି ମହିମା ମହାବିଦ୍ୟାଳୟର ଅଧ୍ୟକ୍ଷ? KGରୁ PG କେବଳ ଘୋଷଣାରେ ସୀମିତ? ଗଁଦିଆ ତା. ୯/୭/୨୦୨୬: ଗଁଦିଆ ବ୍ଲକ ସ୍ଥିତ ମହିମା ମହାବିଦ୍ୟାଳୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପ୍ରଶ୍ନ ଉଠୁଛି। ରାଜ୍ୟ ସରକାରଙ୍କ "KGରୁ PG" ଶିକ୍ଷା ବ୍ୟବସ୍ଥା ସମ୍ପର୍କିତ ଘୋଷଣାର ବାସ୍ତବ କାର୍ଯ୍ୟକାରିତାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। କେତେକ ମହଲର ଅଭିଯୋଗ ହେଉଛି, ମହାବିଦ୍ୟାଳୟରେ ସରକାରୀ ନିର୍ଦ୍ଦେଶ ଓ ନିୟମାବଳୀର ସଠିକ୍ ପାଳନ ହେଉନାହିଁ। ଫଳରେ "KGରୁ PG" ଯୋଜନା କେବଳ ଘୋଷଣାରେ ସୀମିତ ରହିଛି କି ନାହିଁ ବୋଲି ପ୍ରଶ୍ନ ଉଠିଛି। ଏହି ଅଭିଯୋଗ ସମ୍ପର୍କରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମତାମତ ମିଳିପାରିନାହିଁ।ଆଜି ଯୁକ୍ତ ୨ ବିଦ୍ୟାର୍ଥୀ 5277 କଳା ବିଭାଗ ଓ 5500 ବିଜ୍ଞାନ ବିଭାଗରେ ଫି ଆଦାୟ କରାଯାଉଛି। #ମହିମା_ମହାବିଦ୍ୟାଳୟ #ଭୁବନ #KGରୁPG #ମୋହନସରକାର #ଉଚ୍ଚଶିକ୍ଷା #OdishacityNews #Dhenkanal #Bhuban #Education #NewsUpdate

Raurkela M, Sundargarh | Jul 10, 2026
ମୋହନ ସରକାରଙ୍କ ନିୟମକୁ ବେଖାତିର କଲେ କି ମହିମା ମହାବିଦ୍ୟାଳୟର ଅଧ୍ୟକ୍ଷ? KGରୁ PG କେବଳ ଘୋଷଣାରେ ସୀମିତ? ଗଁଦିଆ ତା. ୯/୭/୨୦୨୬: ଗଁଦିଆ ବ୍ଲକ ସ୍ଥିତ ମହିମା ମହାବିଦ୍ୟାଳୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପ୍ରଶ୍ନ ଉଠୁଛି। ରାଜ୍ୟ ସରକାରଙ୍କ "KGରୁ PG" ଶିକ୍ଷା ବ୍ୟବସ୍ଥା ସମ୍ପର୍କିତ ଘୋଷଣାର ବାସ୍ତବ କାର୍ଯ୍ୟକାରିତାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। କେତେକ ମହଲର ଅଭିଯୋଗ ହେଉଛି, ମହାବିଦ୍ୟାଳୟରେ ସରକାରୀ ନିର୍ଦ୍ଦେଶ ଓ ନିୟମାବଳୀର ସଠିକ୍ ପାଳନ ହେଉନାହିଁ। ଫଳରେ "KGରୁ PG" ଯୋଜନା କେବଳ ଘୋଷଣାରେ ସୀମିତ ରହିଛି କି ନାହିଁ ବୋଲି ପ୍ରଶ୍ନ ଉଠିଛି। ଏହି ଅଭିଯୋଗ ସମ୍ପର୍କରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମତାମତ ମିଳିପାରିନାହିଁ।ଆଜି ଯୁକ୍ତ ୨ ବିଦ୍ୟାର୍ଥୀ 5277 କଳା ବିଭାଗ ଓ 5500 ବିଜ୍ଞାନ ବିଭାଗରେ ଫି ଆଦାୟ କରାଯାଉଛି। #ମହିମା_ମହାବିଦ୍ୟାଳୟ #ଭୁବନ #KGରୁPG #ମୋହନସରକାର #ଉଚ୍ଚଶିକ୍ଷା #OdishacityNews #Dhenkanal #Bhuban #Education #NewsUpdate - Raurkela M News