ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କ୍ୟାବିନେଟ୍ରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ୬୦୧ଟି ସରକାରୀ ଓ ଅନୁଦାନପ୍ରାପ୍ତ କଲେଜରେ ମାଗଣା Wi-Fi, OCS ପରୀକ୍ଷାରେ ଆବେଦନକାରୀଙ୍କ ପାଇଁ Attempt Limit ହଟାଇବା, ୧୯ ଜଣ Assistant Town Planner ନିଯୁକ୍ତି, ପଞ୍ଚାୟତ କର୍ମଚାରୀ କ୍ୟାଡର ପୁନର୍ଗଠନ ଭଳି ନିଷ୍ପତ୍ତି ହୋଇଛି।
ଏହା ସହ ଉପର ଇନ୍ଦ୍ରାବତୀ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ, ନୂଆପଡ଼ାରେ ୭ଟି ମେଗା ଲିଫ୍ଟ ଇରିଗେସନ୍ ସ୍କିମ୍, ବଲାଙ୍ଗୀରରେ ଜଳ ସଂରକ୍ଷଣ ପ୍ରକଳ୍ପ ଏବଂ ୨୦୨୬-୨୭ ଖରିଫ ଧାନ ସଂଗ୍ରହ ନୀତିକୁ ମଧ୍ୟ ଅନୁମୋଦନ ମିଳିଛି #OdishaCabinet #MohanCharanMajhi #OdishaGovernment #OCSExam #FreeWiFi #OdishaStudents #PaddyProcurement #OdishaFarmers #IrrigationProjects #OdishaDevelopment #OdishaNews #OdishaPolitics #ThePoliticsOdia #ThePoliticalLens #suniljena