Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh

ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯାହା ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଦେଇଛି । ବୋଲଗଡ଼ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥର ଦିଘିରି ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏକାସଙ୍ଗେ ଦୁଇ ଭାଇଙ୍କ ଜୀବନ ଚାଲିଯାଇଛି । ମୃତକମାନେ ହେଲେ ଦିଘିରି ଗାଁର ଆକାଶ ପ୍ରଧାନ ଓ ବିକାଶ ପ୍ରଧାନ । #roadaccident #accident #odisha

Konark, Puri | Jun 23, 2026

MORE NEWS

କୋଣାର୍କ,୨୬.୦୬-  ଜଗନ୍ନାଥ ବ୍ରାଣ୍ଡ କମ୍ପାନୀ ଦ୍ଵାରା ପ୍ରସ୍ତୁତ ମ୍ୟାଗ୍ନେସିୟମ୍ ସଲଫେଟ୍ ସାର କୋଣାର୍କରେ ବଜାର ପ୍ରବେଶର ଶୁଭ ଉଦଘାଟନ ହୋଇଛି।  ବିଶିଷ୍ଟ ରାଜନୀତିଜ୍ଞ ତଥା ବାଗ୍ମୀ ସାହିତ୍ୟିକ ବାବା ପ୍ରସନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗନ୍ନାଥ ମ୍ୟାଗ୍ନେସିୟମ୍ ସଲଫେଟ୍ ସାର  ବଜାର ପ୍ରବେଶର ଶୁଭ ଉନ୍ମୋଚିତ କରିବା ସହ ସଫଳ ଚାଷୀମାନଙ୍କୁ ମଧ୍ୟ ସମ୍ମାନିତ କରିଥିଲେ ।

Konark, Puri | Jun 26, 2026

ଗତକାଲି ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁକୁ ନେଇ ଗୋପ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। 

ଗୋପ: ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଗୋପ ହସ୍ପିଟାଲରେ ତୁମୁଳକାଣ୍ଡ ସୃଷ୍ଟି ହୋଇଛି। ମୃତ ଯୁବକ ହେଲେ ଗୋପ ବ୍ଲକ ଅନ୍ତର୍ଗତ ଓଡ଼ମ୍ବା ଗ୍ରାମର ସୁବାସ ସ୍ୱାଇଁ।

ଗତକାଲି ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁକୁ ନେଇ ଗୋପ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗୋପ: ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଗୋପ ହସ୍ପିଟାଲରେ ତୁମୁଳକାଣ୍ଡ ସୃଷ୍ଟି ହୋଇଛି। ମୃତ ଯୁବକ ହେଲେ ଗୋପ ବ୍ଲକ ଅନ୍ତର୍ଗତ ଓଡ଼ମ୍ବା ଗ୍ରାମର ସୁବାସ ସ୍ୱାଇଁ।

Konark, Puri | Jun 25, 2026

କାକଟପୁରରେ କିଛି ହୋଟେଲରେ ଭୟଙ୍କର ଅସ୍ୱାସ୍ଥ୍ୟକର ପରିବେଶରେ ହେଉଛି ରୋଷେଇ; ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ଅଧିକାରୀ କଣ କରୁଛନ୍ତି??

କାକଟପୁରରେ କିଛି ହୋଟେଲରେ ଭୟଙ୍କର ଅସ୍ୱାସ୍ଥ୍ୟକର ପରିବେଶରେ ହେଉଛି ରୋଷେଇ; ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ଅଧିକାରୀ କଣ କରୁଛନ୍ତି??

Konark, Puri | Jun 23, 2026