Public App Logo
#ଆଜି_ଭଦ୍ରକରେସମସ୍ତ__ସ୍କୁଲ୍_ଛୁଟି -ଆଜି ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି -ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖ୍ ଛୁଟି ଘୋଷଣା କଲେ ଭଦ୍ରକ ଜିଲ୍ଲାପାଳ -ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ସହ ଅଙ୍ଗନବାଡ଼ି ବନ୍ଦ ରହିବ #bhadrakdist #floodalart #schoolholidays #charcatv - Bhubaneswar M Corp News