ସାମ୍ବାଦିକଙ୍କ ଖୋଲାଧମକ ପୁଣି ଜଣେ ସାମ୍ବାଦିକଙ୍କୁ ... #bigexpose #exclusivenews #swabhimaniodia ସୁପର ମିଛୁଆ ତଥା ଅନେକ ଉପାଧିର ଅଧିକାରୀ ସଂଙ୍ଗୀତ ନିର୍ଦ୍ଦେଶକ ସଞ୍ଜୟ ଦାସ ନିର୍ଦ୍ଦେଶରେ ଧମକ ଦେଲେ ଏହି ସାମ୍ବାଦିକ ସୁଶାନ୍ତ ଦାସ । ଶୁସାନ୍ତଙ୍କ କଥା ନମାନିଲେ ତାଙ୍କ ଚ୍ୟାନେଲ ମାଧ୍ୟମରେ କରିଦେବେ ବଦନାମ । ତାଙ୍କ ମୋବାଇଲ ନଂ ୭୦୦୮୯୬୧୩୦୩ନଂରୁ ଆଜି ରାତ୍ର ୮.୧୨ମିନିଟ୍ ସମୟରେ ଫୋନ କରି ଦେଇଛନ୍ତି ଖୋଲାଧକମ ।