#ଜଷ୍ଟିସ_ଚିତ୍ତ_ରଞ୍ଜନ_ଦାସ_ତଦନ୍ତ_କମିଶନ_ରିପୋର୍ଟ_ଆସିବ_କେବେ
କୁଆଡେ ଗଲା ଜଷ୍ଟିସ ଚିତ୍ତ ରଞ୍ଜନ ଦାସ ତଦନ୍ତ କମିଶନ ରିପୋର୍ଟ ?ଜାଣିବାକୁ ମିଳିଛି କିଛି ମାସ ତଳୁ ଏହି ତଦନ୍ତ କମିଶନଙ୍କ ପୂର୍ଣ୍ଣାଙ୍ଗ ରିପୋର୍ଟ ଶେଷ ହୋଇଥିବା ବେଳେ, ଆଗାମୀ ବିଧାନସଭା ଅଧିବେଶନରେ ସାର୍ବଜନୀନ କରିବେ କି ସରକାର ? ବହୁ ଚର୍ଚ୍ଚିତ ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ମହିଳା ବନ୍ଧୁଙ୍କୁ ମାଡ ମାରିବା ଥାନା ଅଧିକାରୀ ଓ କର୍ମଚାରୀଙ୍କ ଅକଥନୀୟ ନିର୍ଯାତନା ଦେବା, ଏପରିକି ସମ୍ବେଦନ ଶୀଳ ଅଙ୍ଗ କୁ ଦୁର୍ବ୍ୟବହାର କରିବା ଘଟଣାରେ ଓଡ଼ିଶା ପୋଲିସ କାଠଗଡାକୁ ଟଣା ହୋଇଥିଲା,
ଯାହାକୁ ନେଇ ରାଜ୍ୟ ସରକାର ତଦନ୍ତ କମିଶନ ବସାଇଥିଲେ, ପରବର୍ତ୍ତୀ ସମୟରେ ତତ୍କାଳୀନ ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କୁ ବଦଳି ମଧ୍ୟ କରାଯାଇଥିଲା।
ଏବେ ଏବେ ରାଜ୍ୟ ସରକାର ସଞ୍ଜୀବ ପଣ୍ଡାଙ୍କୁ ଡିଜି କରିବା ପାଇଁ ମନ ବଳାଇଥିବା ବେଳେ ତଦନ୍ତ ରିପୋର୍ଟ କାହିଁକି ସାର୍ବଜନୀନ କରୁ ନାହାନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ ?
#JusticCRDas
#ChitaranjanDasCommsion
#CommsionRepoert
#BharatpurPoliceStation
#IPSSanjeevPanda
#AustinNews