#ବରୀ_ବିଡିଓଙ୍କ_ଥାନାରେ_ଏତଲା
#BreakingNews
#BariBDO
#OASAssociation
#MinatiJagdev
#BariBlockChairman
#RamchandrapurPS
#BariMLA
#BiswaranjanMalick
#AustinNews
#Odisha
ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ବରୀ ବ୍ଲକର ବିଡିଓ ମିନତୀ ଜଗଦେବ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜାଣିବାକୁ ମିଳିଛି।
ଏହି ବ୍ଲକର ଚେୟାରମ୍ୟାନ ତାଙ୍କୁ ମର୍ଡର କରିବା ପାଇଁ ଧମକ ଦେଇଥିବା ବେଳେ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ବରୀ ଥାନା ଅଧିକାରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅନୁରୋଧ କରିଥିବା ବେଳେ ଥାନା ପକ୍ଷରୁ ଏତଲାକୁ ଗ୍ରହଣ କରାଯିବା ସହ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜାଣିବା ପାଇଁ ମିଳିଛି।
ଥାନା କେସ ନମ୍ବର ୩୪୯ ନମ୍ୱରରେ ମାମଲା ରୁଜୁ କରି ୧୨୬ (୨), ୨୯୬,୩୫(୨),୨୨୧ ବିଏନଏସରେ ମାମଲା ରୁଜୁ କରି ତଦନ୍ତ ଅଧିକାରୀ ଏସ ଆଇ ବି.ଏସ ଷେଣ୍ଢଙ୍କୁ ଦାୟିତ୍ବ ଦିଆଯାଇଥିବା ଜାଣିବା ପାଇଁ ମିଳିଛି।