ଦାରୁଣ ଦୁଃଖ....
ମହାକାଳପଡ଼ା ବ୍ଲକର ଯୁବ ନେତା,
କରଞ୍ଜର ମଉଡମଣୀ ପୂର୍ବତନ ସରପଞ୍ଚ,ପୂର୍ବତନ ସମିତି ସଭ୍ୟ ଓ
ବର୍ତମାନ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ zone -20 ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ସୁବୋଧ କୁମାର ଲେଙ୍କା (ଆମ ଭାଇ ଟୁଟୁ ଭାଇ )ଙ୍କ ଅକାଳ ବିୟୋଗ ଆମ ପାଇଁ ଅପୂରଣୀୟ କ୍ଷତି. ଆମେ ସମସ୍ତେ ମର୍ମାହତ.
ଭଗବାନ ତାଙ୍କ ଅମର ଆତ୍ମାକୁ ସଦଗତି ଦିଅନ୍ତୁ. ଓମ ଶାନ୍ତି 🙏🙏🙏
Bhubaneswar, Khordha | Aug 19, 2026