Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Education
Rss
Firozabad

ଆମ ବସ୍ ରେ ଯିବା ଆସିବା କରୁଥିବା ଯାତ୍ରୀ ମାନଙ୍କୁ ଲୁଟ କରୁଥିବା ୮ ଜଣିଆ ମହିଳା ଲୁଟେରା ଗ୍ୟାଙ୍ଗ କୁ ଧରି କୋର୍ଟ ଚାଲାଣ କରିଛି ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ। ଏମାନେ ବାହାର ରାଜ୍ୟର ହୋଇଥିବା ବେଳେ କଟକ ଭୁବନେଶ୍ୱର ରେ କରୁଥିଲେ ମୋବାଇଲ୍ ଓ ଟଙ୍କା ଲୁଟ୍।

Konark, Puri | Jul 17, 2026

MORE NEWS