ପୁରୁଣାକଟକ ଥାନା ପୋଲିସ ଟିମ ପକ୍ଷରୁ କଣ୍ଟିଆପଦର ଗ୍ରାମରେ ଆମ ପୋଲିସ ସମିତି ବୈଠକ ଆୟୋଜିତ ହୋଇ ସମ୍ପ୍ରଦାୟଭିତ୍ତିକ ପୋଲିସିଂକୁ ସୁଦୃଢ଼ କରିବା ସହ ନିମ୍ନଲିଖିତ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା—
💻 ସାଇବର ସୁରକ୍ଷା ଏବଂ ଅନଲାଇନ୍ ଠକେଇରୁ ସତର୍କତା
🌱 ବେଆଇନ ଗଞ୍ଜେଇ ଚାଷ ନିରୋଧ
🌾 କୃଷକମାନଙ୍କ ପାଇଁ ବିକଳ୍ପ ଜୀବିକାର ସୁଯୋଗ
🚦 ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ
👩 ମହିଳା ସୁରକ୍ଷା ଏବଂ ସମ୍ପର୍କିତ ବିଭିନ୍ନ ବିଷୟ
🤝 ଜନସାଧାରଣଙ୍କ ସଚେତନତା ଓ ସକ୍ରିୟ ସହଯୋଗ ମାଧ୍ୟମରେ ଆମେ ଏକ ସାଇବର-ସୁରକ୍ଷିତ, ନିଶାମୁକ୍ତ ଏବଂ ଦାୟିତ୍ୱବାନ