Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

SMS News Bureau *୨୪ ମାସରେ ୧୨ ବିଫଳତା: ରଣେନ୍ଦ୍ର ପ୍ରତାପ ସ୍ଵାଇଁ *-୨୪ ମାସରେ ରାଜ୍ୟ ସରକାରଙ୍କ ୧୨ ବିଫଳତା ବଖାଣିଲା ବିଜେଡି* *-ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରେସ୍‌ମିଟ୍* *-'ହିତାଧିକାରୀଙ୍କୁ ୩୫୦୦ ଟଙ୍କା ଭତ୍ତା ଦେବାକୁ କହି ଭୁଲିଗଲେ'* *-'୮୦ ବର୍ଷର ନାଗରିକଙ୍କୁ ଦେବେ ବୋଲି ନିୟମ ଆଣିଲେ, ଦେଲେନି'* *-'ଚାଷୀଙ୍କୁ ୮୦୯ ଟଙ୍କା ଇନ୍‌ପୁଟ୍‌ ସବ୍‌ସିଡ୍‌ ଦେବେ ବୋଲି କହିଥିଲେ'* *-ହେଲେ ୭୩୫ ଟଙ୍କାକୁ ଖସାଇ ଦେଲେ: ରଣେନ୍ଦ୍ର* *-'ସୁଭଦ୍ରାରେ ୫୦ ହଜାର କହି ବର୍ଷକୁ ମାତ୍ର ୧୦ ହଜାର ଦେଲେ'* *-'ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଓ ମାଗଣା ମହାପ୍ରସାଦ କଥା ଭୁଲିଗଲେ'* *-'ଛାତ୍ର ସଂସଦ ନିର୍ବାଚନ ନେଇ କାହିଁକି ୟୁଟର୍ଣ୍ଣ ନେଲେ?'* *-'ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କ୍ଷୀର ଦେବା କୁଆଡ଼େ ଗଲା'* *-'ସବୁ ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବଢ଼ାଇ ତା'ପରେ ୟୁ ଟର୍ଣ୍ଣ'* *-'ମେଟ୍ରୋ ପ୍ରକଳ୍ପକୁ ରଦ୍ଦ କଲେ, କହୁଛନ୍ତି ସ୍ଥଗିତ ରଖିଛୁ'* *-'ପଞ୍ଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣ ନିର୍ଦ୍ଦେଶ, ପରେ ପ୍ରତ୍ୟାହାର'*