ଭିଜିଲାନ୍ସ ପଞ୍ଝାରେ ମାଥିଲି କୋର୍ଟ କିରାଣୀ,୫୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ମାଡି ବସିଲା ଭିଜିଲାନ୍ସ,ଘରେ ଡାକି ମାମଲା ରଫାଦଫା କରିବାକୁ କହି ନେଉଥିଲେ ଲାଞ୍ଚ,ମାଥିଲି ଜେ ଏମ୍ ଏଫ୍ ସି କୋର୍ଟର କ୍ଲୋର୍କ ଥିଲେ ଅଚ୍ୟୁତ ପ୍ରଧାନ,ଜୟପୁର ଓ ମାଲକାନଗିରି ଘରେ ଚାଲିଛି ଭିଜିଲାନ୍ସ ଟିମ୍ ର ଚଢାଉ #OdishaVigilance #mathili #Odisha #vigilance #OdishaNews #National24