ହୀରାକୁଦ ବନ୍ଧରୁ ବନ୍ୟାଜଳ ଛାଡ଼ାଯାଇଥିବା ପରିପ୍ରେକ୍ଷୀରେ ହରଭଙ୍ଗା ଥାନା ଅଧୀନସ୍ଥ ବିଭିନ୍ନ ଗ୍ରାମରେ ହରଭଙ୍ଗା ଥାନା ପୋଲିସ ପକ୍ଷରୁ ବନ୍ୟା ସଚେତନତା ଅଭିଯାନ କରାଯାଇଛି। ଏହି ଅବସରରେ ଗ୍ରାମବାସୀଙ୍କୁ ବନ୍ୟାଜନିତ ବିପଦ ସମ୍ପର୍କରେ ସଚେତନ କରାଯିବା ସହିତ ଜଳମଗ୍ନ ଅଞ୍ଚଳକୁ ପ୍ରବେଶ ନ କରିବା ଏବଂ ପ୍ରଶାସନ ସହ ସମନ୍ୱୟ ରଖି ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି।
ସତର୍କ ରୁହନ୍ତୁ। ସୁରକ୍ଷିତ ରୁହନ୍ତୁ। ଆପଣଙ୍କ ସୁରକ୍ଷା ଆମର ପ୍ରାଥମିକତା। 🚔
The Harabhanga PS team carried out a flood awareness drive in villages under its jurisdiction following the release of flood water from the Hirakud Dam. Residents were sensitized about flood risks and urged to avoid entering submerged areas and to cooperate with the administration.
Stay Alert. Stay Safe. Your Safety is Our Priority. 🚔
#BoudhPolice #FloodAlert #DisasterPreparedness #CommunitySafety #OdishaPolice
ହୀରାକୁଦ ବନ୍ଧରୁ ବନ୍ୟାଜଳ ଛାଡ଼ାଯାଇଥିବା ପରିପ୍ରେକ୍ଷୀରେ ହରଭଙ୍ଗା ଥାନା ଅଧୀନସ୍ଥ ବିଭିନ୍ନ ଗ୍ରାମରେ ହରଭଙ୍ଗା ଥାନା ପୋଲିସ ପକ୍ଷରୁ ବନ୍ୟା ସଚେତନତା ଅଭିଯାନ କରାଯାଇଛି। ଏହି ଅବସରରେ ଗ୍ରାମବାସୀଙ୍କୁ ବନ୍ୟାଜନିତ ବିପଦ ସମ୍ପର୍କରେ ସଚେତନ କରାଯିବା ସହିତ ଜଳମଗ୍ନ ଅଞ୍ଚଳକୁ ପ୍ରବେଶ ନ କରିବା ଏବଂ ପ୍ରଶାସନ ସହ ସମନ୍ୱୟ ରଖି ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି।
ସତର୍କ ରୁହନ୍ତୁ। ସୁରକ୍ଷିତ ରୁହନ୍ତୁ। ଆପଣଙ୍କ ସୁରକ୍ଷା ଆମର ପ୍ରାଥମିକତା। 🚔
The Harabhanga PS team carried out a flood awareness drive in villages under its jurisdiction following the release of flood water from the Hirakud Dam. Residents were sensitized about flood risks and urged to avoid entering submerged areas and to cooperate with the administration.
Stay Alert. Stay Safe. Your Safety is Our Priority. 🚔
#BoudhPolice #FloodAlert #DisasterPreparedness #CommunitySafety #OdishaPolice - Baudh Sadar News