#ସୌମ୍ୟରଞ୍ଜନ_ମୃତ୍ୟୁ_ମାମଲାରେ_ଜେଲ୍_ଗଲେ_ବିଦ୍ୟାଭାରତୀ ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବଡ଼ ମୋଡ଼; 5 ବର୍ଷ ପରେ ଜେଲ୍ ଗଲେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା। ପାରଳାଖେମୁଣ୍ଡି SDJM କୋର୍ଟରେ ଆତ୍ମସମର୍ପଣ ପରେ ଜାମିନ ଆବେଦନ ଖାରଜ; 13 ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଲେ ଅଦାଲତ। ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ମାମଲାର ଶୁଣାଣି ଜାରି; ଅଦାଲତଙ୍କ ଚୂଡ଼ାନ୍ତ ରାୟକୁ ଅପେକ୍ଷା। #SoumyaRanjanDeathCase #BidyaBharatiPanda #fypシ #ACFSoumyaRanjan #Paralakhemundi #Gajapati #OdishaNews #CourtNews #ashishsshani #nonfollowers #National24