ବସ ଦୁର୍ଘଟଣା ରେ ସାନ ଜଟିଆ ପାଲି ଗାଁ ର ବିକ୍ରମ ବାଦୀ ମୃତ, କୌଣସି କାମରେ କୁଚିଣ୍ଡା ପଟକୁ ଯିବା ପାଇଁ ପତ୍ରାପାଲି ଗାଁ ବଉଳ ଗଛ ଛକ ରାସ୍ତା ନିକଟରେ ଛିଡା ହୋଇଥିବା ବେଳେ ନିହା ନାମକ ଏକ ଘରୋଇ ଯାତ୍ରୀ ବହି ବସ କୁଚିଣ୍ଡା ଆସୁଥିବା ବେଳେ ତାଙ୍କୁ ସାମ୍ନାପଟୁ ପିଟିଥିଲା ତୁରନ୍ତ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କୁଚିଣ୍ଡା ମେଡିକାଲ ଆମ୍ବୁଲାନ୍ସ ଯୋଗେ ନେଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ଦେଖିଲା ପରେ ମୃତ ଘୋଷଣା କରିଥିଲେ,ବସ ଟି ଦ୍ରୁତ ଗତିରେ ଥିବା କାରଣରୁ ଏହି ଦୁର୍ଘଟଣା ଟି ଘଟିଛି l #amarkuchinda #BreakingNews #kuchinda #sambalpur