ଚର୍ଚ୍ଚିତ ସୁଭଦ୍ରା ପଦିଲି ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ଅଟୋ ଚାଳକ ବିଷ୍ଣୁ ଗୋଛାୟତ ଦୋଷୀ ସାବ୍ୟସ୍ତ, ୨୨ ତାରିଖ ରେ ଦଣ୍ଡ ଘୋଷଣା
ଗତ ୨୦୨୫ ଏପ୍ରିଲ ୨୬ ରେ ସୁଭଦ୍ରା ପଦିଲି ଭୁବନେଶ୍ୱର ଯିବାପାଇଁ ତାଳଚେର ଷ୍ଟେସନରୁ ତାଳଚେର ରୋଡ଼ ଷ୍ଟେସନକୁ ଅଟୋ ରେ ଯିବା ବେଳେ ଅଟୋ ଚାଳକ ବିଷ୍ଣୁ ଗୋଛାୟତ ଦୁଷ୍କର୍ମ କରିବା ସହ ହତ୍ୟାକରି ମୃତ ଦେହକୁ ଵଅଁରପାଳ ଥାନା ଅନ୍ତର୍ଗତ ଭୋଗବେରିଣୀ ପଞ୍ଚାୟତ କେନ୍ଦୁପଲ୍ଲୀ ନିକଟରେ ଫୋପାଡ଼ି ଫେରାର ହୋଇଯଇଥିଲା#talcher#anugola#damantv
Anugul, Angul | Aug 14, 2026