Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ଜନସଂଖ୍ୟା ତୁଳନାରେ ଓଡ଼ିଶାରେ ପୋଲିସ କର୍ମଚାରୀଙ୍କ ସଂଖ୍ୟା ବହୁତ କମ୍ ରହିଛି : ଡିଜିପି -ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଥାନା ଗୁଡ଼ିକରେ ଥିବା ଷ୍ଟାଫ୍‌ମାନଙ୍କୁ ଅଧିକ କାମ କରିବାକୁ ପଡ଼ୁଛି । -ଜନସଂଖ୍ୟା ବଢ଼ୁଥିବା ବେଳେ ସେହି ଅନୁପାତରେ ପୋଲିସ ବଳ ନଥିବାରୁ କାର୍ଯ୍ୟକ୍ଷେତ୍ରରେ ଚାପ ରହିବା ସ୍ୱାଭାବିକ । -ସରକାର ପୋଲିସ ବିଭାଗରେ ୧୭ ହଜାର ନୂଆ ପଦବୀ ସୃଷ୍ଟି କରିଛନ୍ତି । -ରାଜ୍ୟରେ ଏବେ ମଧ୍ୟ ପ୍ରାୟ ୧୬ ହଜାର ପଦବୀ ଖାଲି ରହିଛି । -ଏହି ସମସ୍ତ ଖାଲି ପଦବୀଗୁଡ଼ିକୁ ଖୁବ୍‌ଶୀଘ୍ର ପୂରଣ କରାଯିବ । -ପଦବୀ ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ପୂରଣ ହେବା ପରେ କର୍ମଚାରୀ ଉପରୁ କାର୍ଯ୍ୟର ଚାପ ହ୍ରାସ ପାଇବ । -ଏବଂ ଜନସାଧାରଣଙ୍କୁ ଓଡ଼ିଶା ପୋଲିସ ପକ୍ଷରୁ ସୂଚାରୁ ରୂପେ ସେବା ପ୍ରଦାନ କରାଯାଇପାରିବ ବୋଲି କହିଛନ୍ତି ପୋଲିସ ଡି ଜି ୱ୍ଇ ବି ଖୁରାନିଆ। #DGP #OdishaPolice #ybkhuraniya #deshduniyakhabar24

Khordha, Khordha | Jul 10, 2026

MORE NEWS